Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ଝାରସୁଗୁଡା: ଝାରସୁଗୁଡାରେ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ, ୧୦ ଅଭିଯୁକ୍ତ ଗିରଫ, ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଲେ ଝାରସୁଗୁଡା ଏସ୍ପି

Jharsuguda, Jharsuguda | Nov 29, 2025
ଝାରସୁଗୁଡ଼ାରେ ବ୍ୟବସାୟୀଙ୍କ ଘରେ ପଶି ସଶସ୍ତ୍ର ଡକାୟତି ଘଟଣାରେ ଝାରସୁଗୁଡା ପୋଲିସ କୁ ମିଳିଛି ବଡ଼ ସଫଳତା। ୨ ନାବାଳକ, ଜଣେ ମହିଳା ସମେତ ୧୦ ଜଣ ଅଭିଯୁକ୍ତକୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କା ସୁନାରୁପା ଆଦିକୁ ପୋଲିସ ଜବତ କରିଛି। ତେବେ କିପରି ଦୁବୃତ୍ତ ମାନେ ଏହି ଡକାୟତି କାଣ୍ଡ ଭିଆଇଥିଲେ ଏବଂ କିପରି ପୋଲିସ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ତାକୁ ନେଇ ଆଜି ଦିନ ଚାରିଟା ସମୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ଝାରସୁଗୁଡା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର।

MORE NEWS

ଝାରସୁଗୁଡା: ଝାରସୁଗୁଡାରେ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ, ୧୦ ଅଭିଯୁକ୍ତ ଗିରଫ, ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଲେ ଝାରସୁଗୁଡା ଏସ୍ପି - Jharsuguda News