Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଏକ ନୂଆ ଭରସା ଏକ ନୂଆ ଆଶା ଆପଣ ମାନଙ୍କ ଆଶୀର୍ବାଦ ଓ ଭଲପାଇବା ଆଜି ଆମକୁ ନୂଆ ପରିଚୟ ଦେବାକୁ ଯାଉଛି ବହୁତ ବାଦ ବିବାଦ ସାମ୍ନା କରି ଆପଣ ମାନଙ୍କ ଆଶୀର୍ବାଦ କୁ ନେଇ ଆପଣ ମାନଙ୍କ ର କର୍ତ୍ତବ୍ୟ ଲାଇଭ଼ ଏକ ନୂଆ ପରିଚୟ ରେ ଆପଣ ମାନଙ୍କ ପାଖକୁ ଆସୁଛି ଆପଣ ମାନଙ୍କ ସେବା କରିବାର ସେହି କର୍ତ୍ତବ୍ୟ ଅନ୍ୟାୟ ବିରୋଧରେ ପ୍ରତିବାଦ କରିବାର ଅନ୍ୟ ରୂପ ଏକ ସ୍ବାଧୀନ ପରିଚୟ ନେଇ ପ୍ରଥମ ଥର ପାଇଁ ଆପଣ ମାନଙ୍କ ସେବା ରେ ସ୍ବାଧୀନ ଲାଇଭ୍ ମାଧ୍ୟମରେ ଆଶା କରୁଛୁ ଆପଣ ମାନେ ଯେମିତି କର୍ତ୍ତବ୍ୟ ଲାଇଭ଼ କୁ ଭଲ ପାଇବା ଓ ଆଶୀର୍ବାଦ ଦେଇଥିଲେ ସେମିତି ସ୍ବାଧୀନ ଲାଇଭ୍ କୁ ଆଶିର୍ବାଦ କରିବେ *ଆପଣ ମାନଙ୍କ ଆଶୀର୍ବାଦ ଅପେକ୍ଷା ରେ ସ୍ବାଧୀନ ଲାଇଭ୍ ପରିବାର* #CMOdisha #bjd #OdiaNews #big_breaking_rayar_brindavan #swadhini #live

Kamarda, Balasore | Jun 13, 2026

MORE NEWS

ଗୋ ମାଫିଆଙ୍କ ଘରେ ବଡ଼ ଧରଣର ରେଡ୍। ବସ୍ତା ଏସଡିପିଓ ଓ ଜଳେଶ୍ଵର ଏସଡିପିଓ ଙ୍କ ନେତୃତ୍ୱରେ ଚାଲିଛି ରେଡ୍। ଜଳେଶ୍ଵର ଥାନା ଅନ୍ତର୍ଗତ ୨ ଟି ସ୍ଥାନରେ, ବସ୍ତା ଥାନା ଅନ୍ତର୍ଗତ ୨ ସ୍ଥାନରେ , କମର୍ଦ୍ଦା ଥାନା ଅନ୍ତର୍ଗତ ଗୋଟିଏ ସ୍ଥାନ ସହିତ ବାଲିଆପାଳ ରେ ଚାଲିଛି ଚଡାଉ।
#swadhinlive #big_breaking_rayar_brindavan #CMOdisha #NewsUpdate #Jaleswar #OdiaNews

ଗୋ ମାଫିଆଙ୍କ ଘରେ ବଡ଼ ଧରଣର ରେଡ୍। ବସ୍ତା ଏସଡିପିଓ ଓ ଜଳେଶ୍ଵର ଏସଡିପିଓ ଙ୍କ ନେତୃତ୍ୱରେ ଚାଲିଛି ରେଡ୍। ଜଳେଶ୍ଵର ଥାନା ଅନ୍ତର୍ଗତ ୨ ଟି ସ୍ଥାନରେ, ବସ୍ତା ଥାନା ଅନ୍ତର୍ଗତ ୨ ସ୍ଥାନରେ , କମର୍ଦ୍ଦା ଥାନା ଅନ୍ତର୍ଗତ ଗୋଟିଏ ସ୍ଥାନ ସହିତ ବାଲିଆପାଳ ରେ ଚାଲିଛି ଚଡାଉ। #swadhinlive #big_breaking_rayar_brindavan #CMOdisha #NewsUpdate #Jaleswar #OdiaNews

Kamarda, Balasore | Jun 13, 2026

ମାଲ ପି କି ବୁଲୁ ଛୁ କାହିଁ #swadhinlive #big_breaking_rayar_brindavan #NewsUpdate #CMOdisha #Jaleswar #OdiaNews #live

ମାଲ ପି କି ବୁଲୁ ଛୁ କାହିଁ #swadhinlive #big_breaking_rayar_brindavan #NewsUpdate #CMOdisha #Jaleswar #OdiaNews #live

Kamarda, Balasore | Jun 13, 2026

କଣ ପାଇଁ ବିଜେଡି ହାରିଲା ମୁହଁ ଖୋଲିଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ 
ନିଜ ନିର୍ବାଚନ ମଣ୍ଡଳୀର ଏକ ସଭାରେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଲେ ବିଜେଡ଼ି ବିପର୍ଯ୍ୟୟର କାରଣ । ଓଭର କନଫିଡେନ୍ସ ପାଇଁ ବିଜେଡି ହାରିଲା । ଆମେ ସବୁ ଭାବିଲୁ ନବୀନ ବାବୁ ଏତେ କାମ କରିଛନ୍ତି ସମସ୍ତେ ତ ତାଙ୍କୁ ଭୋଟ ଦେବେ।  କିନ୍ତୁ ଭୋଗରାଇ ରେ ଭୋଟ ନବୀନ ବାବୁଙ୍କୁ ଦେଲେ ଅନ୍ୟ ସବୁଠି ଦେଲେନି। ରସଗୋଲା ଖାଉ ଖାଉ ଗୁଲୁଗୁଲା ଖାଇଦେଲେ।
#OdiaNews #live #Jaleswar #CMOdisha #NewsUpdate #bjd #MLA #gautambudhadas #big_breaking_rayar_brindavan #swadhinlive

କଣ ପାଇଁ ବିଜେଡି ହାରିଲା ମୁହଁ ଖୋଲିଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ନିଜ ନିର୍ବାଚନ ମଣ୍ଡଳୀର ଏକ ସଭାରେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଲେ ବିଜେଡ଼ି ବିପର୍ଯ୍ୟୟର କାରଣ । ଓଭର କନଫିଡେନ୍ସ ପାଇଁ ବିଜେଡି ହାରିଲା । ଆମେ ସବୁ ଭାବିଲୁ ନବୀନ ବାବୁ ଏତେ କାମ କରିଛନ୍ତି ସମସ୍ତେ ତ ତାଙ୍କୁ ଭୋଟ ଦେବେ। କିନ୍ତୁ ଭୋଗରାଇ ରେ ଭୋଟ ନବୀନ ବାବୁଙ୍କୁ ଦେଲେ ଅନ୍ୟ ସବୁଠି ଦେଲେନି। ରସଗୋଲା ଖାଉ ଖାଉ ଗୁଲୁଗୁଲା ଖାଇଦେଲେ। #OdiaNews #live #Jaleswar #CMOdisha #NewsUpdate #bjd #MLA #gautambudhadas #big_breaking_rayar_brindavan #swadhinlive

Kamarda, Balasore | Jun 13, 2026

ଏକ ନୂଆ ଭରସା ଏକ ନୂଆ ଆଶା ଆପଣ ମାନଙ୍କ ଆଶୀର୍ବାଦ ଓ ଭଲପାଇବା ଆଜି ଆମକୁ ନୂଆ ପରିଚୟ ଦେବାକୁ ଯାଉଛି ବହୁତ ବାଦ ବିବାଦ ସାମ୍ନା କରି ଆପଣ ମାନଙ୍କ ଆଶୀର୍ବାଦ କୁ ନେଇ ଆପଣ ମାନଙ୍କ ର କର୍ତ୍ତବ୍ୟ ଲାଇଭ଼ ଏକ ନୂଆ ପରିଚୟ ରେ ଆପଣ ମାନଙ୍କ ପାଖକୁ ଆସୁଛି ଆପଣ ମାନଙ୍କ ସେବା କରିବାର ସେହି କର୍ତ୍ତବ୍ୟ ଅନ୍ୟାୟ ବିରୋଧରେ ପ୍ରତିବାଦ କରିବାର ଅନ୍ୟ ରୂପ ଏକ ସ୍ବାଧୀନ ପରିଚୟ ନେଇ ପ୍ରଥମ ଥର ପାଇଁ ଆପଣ ମାନଙ୍କ ସେବା ରେ ସ୍ବାଧୀନ ଲାଇଭ୍ ମାଧ୍ୟମରେ ଆଶା କରୁଛୁ ଆପଣ ମାନେ ଯେମିତି କର୍ତ୍ତବ୍ୟ ଲାଇଭ଼ କୁ ଭଲ ପାଇବା ଓ ଆଶୀର୍ବାଦ ଦେଇଥିଲେ ସେମିତି ସ୍ବାଧୀନ ଲାଇଭ୍ କୁ ଆଶିର୍ବାଦ କରିବେ *ଆପଣ ମାନଙ୍କ ଆଶୀର୍ବାଦ ଅପେକ୍ଷା ରେ ସ୍ବାଧୀନ ଲାଇଭ୍ ପରିବାର* #CMOdisha #bjd #OdiaNews #big_breaking_rayar_brindavan #swadhini #live - Kamarda News