Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

କଣ ପାଇଁ ବିଜେଡି ହାରିଲା ମୁହଁ ଖୋଲିଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ନିଜ ନିର୍ବାଚନ ମଣ୍ଡଳୀର ଏକ ସଭାରେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଲେ ବିଜେଡ଼ି ବିପର୍ଯ୍ୟୟର କାରଣ । ଓଭର କନଫିଡେନ୍ସ ପାଇଁ ବିଜେଡି ହାରିଲା । ଆମେ ସବୁ ଭାବିଲୁ ନବୀନ ବାବୁ ଏତେ କାମ କରିଛନ୍ତି ସମସ୍ତେ ତ ତାଙ୍କୁ ଭୋଟ ଦେବେ। କିନ୍ତୁ ଭୋଗରାଇ ରେ ଭୋଟ ନବୀନ ବାବୁଙ୍କୁ ଦେଲେ ଅନ୍ୟ ସବୁଠି ଦେଲେନି। ରସଗୋଲା ଖାଉ ଖାଉ ଗୁଲୁଗୁଲା ଖାଇଦେଲେ। #OdiaNews #live #Jaleswar #CMOdisha #NewsUpdate #bjd #MLA #gautambudhadas #big_breaking_rayar_brindavan #swadhinlive

Kamarda, Balasore | Jun 13, 2026

MORE NEWS