Public App Logo
Jansamasya
News
Bjp
National
Police
Bihar
India
जनसमस्या
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh

ଫୁଲବାଣୀ ସହର: କନ୍ଧମାଳ ରେ ଶୀତ ଘନେଇଲା,ଜି ଉଦୟଗିରି ରେ ଖସିଲା ପାରଦ 12.4 ଡିଗ୍ରୀ , କୁହୁଡି ଯୋଗୁଁ ଯାତାୟତ ବାଧାପ୍ରାପ୍ତ

ବାତ୍ୟା ପରେ ପରେ କନ୍ଧମାଳ ରେ ପାରଦ ତଳମୁହଁ। ହେବାରେ ଲାଗିଛି। ଫଳରେ ଶୀତ ର ପ୍ରକୋପ ବଢି ବଢି ଚାଲିଛି। ମଙ୍ଗଳ ବାର ଦିନ ଜି ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ୧୪. ୬ ଡିଗ୍ରୀ ରହିଥିବା ବେଳେ ବୁଧବାର ଦିନ ୧୨. ୪ ରହିଥିବା କୃଷି ଗବେଷଣା କେନ୍ଦ୍ର ରେକର୍ଡ କରିଛି। ଚଳିତ ବର୍ଷ ଅଧିକ ଶୀତ ଅଧିକ ଦିନ ରହିବ କଥା କହିଥିବା ବେଳେ ତାହା ସାତ ହେବାକୁ ଯାଉଛି। ହଠାତ ଦୁଇ ଡିଗ୍ରୀ କମିବା ଯୋଗୁଁ ଶୀତ ବଢ଼ିବାରେ ଲାଗିଛି।