ଗୋବିନ୍ଦପୁର: ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ ଅଭି ରେ ଜଣେ ବିବାହିତ ଯୁବକ ଗିରଫ
ଗୋବିନ୍ଦପୁର ଥାନା ଅଞ୍ଚର ଜଣେ ମହିଳା ଙ୍କୁ ଅସଦାଚରଣ ଅଭିଯୋଗ ରେ ଜଣେ ବିବାହିତ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୋବିନ୍ଦପୁର ପୋଲିସ। ସୂଚନା ଅନୁସାରେ ଗୋବିନ୍ଦପୁର ଅଞ୍ଚଳ ର ଜଣେ ମହିଳା ନିଜ ଛୁଆ ଙ୍କୁ ଟିଉସନ୍ ରୁ ଆଣିବା କୁ ଯାଇଥିବା ବେଳେ ଟ୍ୟୁସନ୍ ଶିକ୍ଷୟତ୍ରୀ ଙ୍କ ସ୍ବାମୀ ତାଙ୍କୁ ଜୋର୍ ଜବରଦସ୍ତ ଧରି ନେଇ ଥିଲେ। ମହିଳା ଜଣକ ସେଠାରୁ ଫେରି ଗୋବିନ୍ଦପୁର ଥାନା ରେ ଲିଖିତ ଅଭିଯୋଗ କରିଥିବା ଜେଲ ଅଭିଯୋଗ କୁ ଭିତ୍ତି କରି ପୋଲିସ ଗୁରୁବାର ଦିନ ଅଭିଯୁକ୍ତ ଯୁବକ ଙ୍କୁ ଗିରଫ କରି ସନ୍ଧ୍ୟା ୬ ଟା ସମୟରେ କୁଚିଣ୍ଡା କୋର୍ଟ କୁ ଚାଲାଣ କରିଥିବା ସୂଚନା ରହିଛି।