Public App Logo
Jansamasya
News
Maharashtra
Bjp
National
Police
Bihar
India
चोरी
Gujarat
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Narendramodi
Madhya_pradesh
Mp
Pmmodi
Rahulgandhi
Chhattisgarh
Uttarpradesh
Haryana
Cricket
Sdm
महाराष्ट्र

#IICଙ୍କ_ମୃତ୍ୟୁ_ପଛର_କଣ_ରହସ୍ୟ❓ କଟକରେ ଚାଞ୍ଚଲ୍ୟ । କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା ଆଇଆଇସି । ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟରରୁ IIC ବିୟୁଟି ମହାନ୍ତିଙ୍କ ମୃତଦେହ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ପୋଲିସ । ତେବେ ପ୍ରଶ୍ନ ଉଠୁଛି- ଥାନା କ୍ୱାର୍ଟର୍ସରେ କ'ଣ ଘଟିଲା ? IICଙ୍କ ମୃତ୍ୟୁ ପଛରେ କ'ଣ କାରଣ? #chandikholekhabar #Cuttack #Chauliaganj #BeautyMohanty #PoliceNews #Investigation #BreakingNews #OdishaNews #CrimeNews #ଓଡ଼ିଶା

Kamarda, Balasore | Jul 4, 2026
#IICଙ୍କ_ମୃତ୍ୟୁ_ପଛର_କଣ_ରହସ୍ୟ❓ କଟକରେ ଚାଞ୍ଚଲ୍ୟ । କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା ଆଇଆଇସି । ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟରରୁ IIC ବିୟୁଟି ମହାନ୍ତିଙ୍କ ମୃତଦେହ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ପୋଲିସ । ତେବେ ପ୍ରଶ୍ନ ଉଠୁଛି- ଥାନା କ୍ୱାର୍ଟର୍ସରେ କ'ଣ ଘଟିଲା ? IICଙ୍କ ମୃତ୍ୟୁ ପଛରେ କ'ଣ କାରଣ? #chandikholekhabar #Cuttack #Chauliaganj #BeautyMohanty #PoliceNews #Investigation #BreakingNews #OdishaNews #CrimeNews #ଓଡ଼ିଶା - Kamarda News