ବଡ଼ଜୀଉନା ପଞ୍ଚାୟତରେ ନିଶାର ପ୍ରଭାବ ବଢ଼ୁଛି
ଜୟପୁର ବ୍ଲକ ବଡ଼ଜୀଉନା ପଞ୍ଚାୟତ ଅଞ୍ଚଳରେ ଦେଶୀ ମଦ, ବିଦେଶୀ ମଦ ସମେତ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟର ବ୍ୟବହାର ବଢ଼ୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନିଶା ଯୋଗୁଁ ଅନେକ ଲୋକ କାମଧନ୍ଦା ପ୍ରତି ଅବହେଳା କରୁଥିବା ସହ ପରିବାରରେ ଅଶାନ୍ତି ଓ ମାରପିଟ ଭଳି ଘଟଣା ବଢ଼ୁଥିବା ଅଭିଯୋଗ ହୋଇଛି।
ବଡ଼ଜୀଉନା ପଞ୍ଚାୟତର ୧୪ ଗୋଟି ଗ୍ରାମ ର ମହିଳା ଓ ଗ୍ରାମ ବାସି ମାନେ ଜୟପୁର ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି,