ପୁରୀ: ପୁରୀ ଶ୍ରୀମନ୍ଦିର ଦର୍ଶନ ଦାବି: ଜନଜାଗରଣ ପଦଯାତ୍ରା 206 ଦିନରେ ପହଞ୍ଚିଲା
Puri, Puri | Oct 23, 2026
ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଚାଲିଥିବା ଜନଜାଗରଣ ପଦଯାତ୍ରା 206 ଦିନରେ ପହଞ୍ଚିଛି। ଶାନ୍ତିପୂର୍ଣ୍ଣ ଭାବେ ସିଂହଦ୍ୱାର ସମ୍ମୁଖରେ ପ୍ରତିଦିନ ନିଜର ଦାବି ଜଣାଉଛନ୍ତି ପଦଯାତ୍ରୀ। ଏପ୍ରିଲ 1 ତାରିଖରୁ ଆରମ୍ଭ ହୋଇଥିଲା ଏହି ଅଭିଯାନ।