Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

ଫୁଲବାଣୀ ସହର: ଫିରିଙ୍ଗିଆ ଠାରେ ଅନୁଷ୍ଠିତ ହେଲା ବରିଷ୍ଠ କଳାକାର ତଥା ସମାଜସେବୀ ସ୍ବର୍ଗତ କାଶୀନାଥ କର୍ଣ୍ଣ ଙ୍କ ଶ୍ରଦ୍ଧାଞ୍ଜଳି ସଭା

ଅନୁଷ୍ଠିତ ହେଲା ବରିଷ୍ଠ କଳାକାର ତଥା ସମାଜସେବୀ ସ୍ବର୍ଗତ କାଶୀନାଥ କର୍ଣ୍ଣ ଙ୍କ ଶ୍ରଦ୍ଧାଞ୍ଜଳି ସଭା I ଏହି କାଯ୍ୟକ୍ରମ ଟି ଫିରିଙ୍ଗିଆ ଠାରଜ ବୁଧବାର ଦିନ 11ଘଣ୍ଟିକା ରେ ଅନୁଷ୍ଠିତ ହଇଯାଇଛି, ଯୋଗଦେଲେ ବହୁ ବିଶିଷ୍ଟ ବ୍ୟକ୍ତି ଓ କଳାକାର I ବରିଷ୍ଠ କଳା ସଂଗଠକ ତଥା ପାରମ୍ପରିକ ଲୋକ କଳାକାର ସଂଘ ର ସଭାପତି ଅକ୍ଷୟ କୁମାର କର୍ଣ୍ଣ ଙ୍କ ପିତା ସମାଜ ସେବୀ ତଥା ବରିଷ୍ଠ କଳାକାର ସ୍ବର୍ଗତ କାଶୀନାଥ କର୍ଣ୍ଣ ଙ୍କ ଏକାଦଶାହ କାର୍ଯ୍ୟ ସହ ଶ୍ରଦ୍ଧାଞ୍ଜଳି ସଭା ଫିରିଙ୍ଗିଆ ରେ ଅନୁଷ୍ଠିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ତିତ କୁମାର ବିଶିମାଝୀ,