ବାରକୋଟ: ବାରକୋଟରେ ପ୍ରସିଦ୍ଧ କାଳୀପୂଜା, ଦ୍ୱିତୀୟ ଦିନରେ ପ୍ରବଳ ଭିଡ଼
ଦେବଗଡ଼ ଜିଲ୍ଲା ବାରକୋଟରେ ଚାଲିଥିବା ପ୍ରସିଦ୍ଧ କାଳୀପୂଜାର ଦ୍ୱିତୀୟ ଦିନରେ ଭକ୍ତଙ୍କ ପ୍ରବଳ ସମାଗମ। ସୁଉଚ୍ଚ ତୋରଣ, ଆକର୍ଷଣୀୟ ମେଢ଼ ଓ ରଙ୍ଗବେରଙ୍ଗ ଆଲୋକସଜ୍ଜା ଦେଖିବାକୁ ମିଳିଛି। ପରମ୍ପରା ଓ ଭକ୍ତିଭାବରେ ଉତ୍ସବମୁଖର ସମଗ୍ର ଅଞ୍ଚଳ।