Public App Logo
Jansamasya
���ादसा
News
Bjp
National
Bihar
���िधायक
Congress
Modi
Delhi
Viral
Jharkhand
Rajasthan
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
Haryana
Crimenews
Agra
Cbi
Politics
Abvp
���ायल
Fatehpur
Jodhpur
Amitshah

ବଲାଙ୍ଗୀର: ସଇଁତଲା ଅଞ୍ଚଳ ରେ ସର୍ପଦଂଶନରେ ଆହତ ଜଣେ ବ୍ୟକ୍ତି, ଭୀମ ଭୋଇ ମେଡିକାଲରେ ଭର୍ତ୍ତି

Balangir, Balangir | Sep 3, 2025
ସଇଁତଲା ଅଞ୍ଚଳ ରେ ସର୍ପଦଂଶନରେ ଆହତ ଜଣେ ବ୍ୟକ୍ତି, ଭୀମ ଭୋଇ ମେଡିକାଲରେ ଭର୍ତ୍ତି ବଲାଙ୍ଗୀର ଜିଲ୍ଲାର ସଇଁତଳା ଅଞ୍ଚଳ ରେ ସର୍ପ ଦଂଶନରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ହୋଇଥିବା ବ୍ୟକ୍ତି ହେଲେ ପ୍ରକାଶ ନାଗ । ଘରେ ରେ କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ସେକୁ ତତ୍କ୍ଷଣାତ୍‌ ଭୀମ ଭୋଇ ମେଡିକାଲରେ ଆଜି ରାତି 9ଟା ସମୟ ରେ, ଭର୍ତ୍ତି କରାଯାଇଛି ଓ ତାଙ୍କର ଚିକିତ୍ସା ଚାଲିଛି ବୋଲି ସୂଚନା ମିଳିଛି
ବଲାଙ୍ଗୀର: ସଇଁତଲା ଅଞ୍ଚଳ ରେ ସର୍ପଦଂଶନରେ ଆହତ ଜଣେ ବ୍ୟକ୍ତି, ଭୀମ ଭୋଇ ମେଡିକାଲରେ ଭର୍ତ୍ତି - Balangir News