ଶାସନ ଥାନା ଅନ୍ତର୍ଗତ ହରଡ଼ ଯୋର ରେ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ l ମିଳିଥିବା ସୂଚନା ଅନୁସାରେ କାଳେଶ୍ଵର ଟିକ୍ରା ର ଶୁଖୁ ଓରାମ ନାମକ ଜଣେ ଯୁବକ ନିକଟସ୍ଥ ହୋରଡ଼ ଯୋର କୁ ଗାଧେଇବାକୁ ଯାଇଥିଲେ l ହେଲେ ଦୀର୍ଘ ସମୟ ହେଲା ପରେ ମଧ୍ୟ ଶୁଖୁ ନଆସିବାରୁ ଘର ଲୋକ ପୋଲିସ କୁ ଜଣାଇଥିଲେ l ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ଶହ ଖୋଜା ଖୋଜି କରିଥିଲେ ହେଲେ ଶୁଖୁ ର କିଛି ଖବର ମିଳିନଥିଲା l ହେଲେ ଅପରାହ୍ନ 5 ଟା ରେ ହରଡ଼ ଯୋର ରେ ଜଣେ ଯୁବକଙ୍କ ମୃତ ଦେହ ଭାସୁଥିବା ନେଇ ପୋଲିସ କୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଶବ କୁ ଜବତ କରିଥିଲା l ତେବେ ଶୁଖୁ ପାଣିରେ ବୁଡି ତାଙ୍କ