ଗଁଦିଆ ରେ ହେଉଥିଲା ଜନ ଅଭିଯୋଗ ଶୁଣାଣି କାହିଁକି ତାତିଲେ ସରକାରୀ ବାବୁ ଓ ଅଭିଯୋଗ କାରି ଗଁଦିଆ ରେ ଚାଲୁଛି ଧମାଲ : ଆବାସ ପାଇଁ ବ୍ଲକ ହଲଚଲ
ଗଁଦିଆ, ୩୦.୬: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଗଁଦିଆ ବ୍ଲକ କାର୍ଯ୍ୟାଳୟରେ ଏବେ ବେଶ୍ ଚଞ୍ଚଳତା ଦେଖିବାକୁ ମିଳୁଛି। ନୂତନ ଆବାସ ତାଲିକା, ଯୋଗ୍ୟତା ଯାଞ୍ଚ, ଆବେଦନ ଓ ବିଭିନ୍ନ ଅଭିଯୋଗ ନେଇ ପ୍ରତିଦିନ ବହୁ ସଂଖ୍ୟକ ଲୋକ ବ୍ଲକ କାର୍ଯ୍ୟାଳୟକୁ ଆସୁଛନ୍ତି। ନିଜ ନାମ ତାଲିକାରେ ରହିଛି କି ନାହିଁ ଜାଣିବା ସହ ଯୋଗ୍ୟ ପରିବାରକୁ ଶୀଘ୍ର ଘର ମିଳିବ ବୋଲି ଲୋକଙ୍କ ମଧ୍ୟରେ ଆଶା ଦେଖାଦେଇଛି। ଏହାକୁ ନେଇ ବ୍ଲକ କାର୍ଯ୍ୟାଳୟରେ ଦିନସାରା ହଲଚଲ ଲାଗି ରହିଛି।
#ଗଁଦିଆ #Gandia #ଆବାସଯୋଜନା #PMAY ବ୍ଲକହଲଚଲ OdishaNews Dhenkanal BreakingNews OdiaNews HousingForAll