କେନ୍ଦ୍ରାପଡା: ରାଜ୍ୟ ସ୍ତରୀୟ କୁଇଜ ଆୟୋଜନ କରିବେ ପଞ୍ଚମ ଶ୍ରେଣୀ ଛାତ୍ର ଉଦ୍ଭାଷ ମହାନ୍ତି
ପେଣ୍ଠ ବାଲିକୁଦା ୟୁପି ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ର ଉଦ୍ଭାଷ ମହାନ୍ତି ରାଜ୍ୟ ସ୍ତରୀୟ କୁଇଜ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛନ୍ତି। ଏହି ପ୍ରୟାସ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଶୁଭକାମନା ମିଳିଛି।