ବିଜେପୁର: ବିଜେପୁର ଠାରେ ଡିସେମ୍ବର ୧ ରୁ ୩ ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଯୋଗିତା
ଡିସେମ୍ବର ୧ ରୁ ୩ ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଯୋଗିତା ବିଜେପୁର : କ୍ରୀଡା ମାନବ ଜୀବନର ଅଙ୍ଗୀକାର ଓ ସମୟବଦ୍ଧତାର ଖୋଲା ମଞ୍ଚ । ଏହି ମଞ୍ଚକୁ ଉତ୍ସାହପୂର୍ଣ୍ଣ କରିବା ପାଇଁ ବରଗଡ଼ ଜିଲ୍ଲା ବିଦ୍ୟାଳୟ କ୍ରୀଡା ଅନୁଷ୍ଠାନ ଓ ବିଜେପୁର ବ୍ଲକ ବିଦ୍ୟାଳୟ କ୍ରୀଡା ଅନୁଷ୍ଠାନଙ୍କ ଯୁକ୍ତ ପ୍ରୟାସରେ ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ କ୍ରିକେଟ ଚାମ୍ପିଅନ ୨୦୨୫-୨୬ ରେଡିଏନ୍ସ ଶିକ୍ଷାନୁଷ୍ଠାନ, ବିଜେପୁର ଠାରେ ଗାମ୍ଭୀର୍ଯ୍ୟ ଓ ଗରିମାର ସ