ନର୍ଲା: ନର୍ଲା ଧାନ ମଣ୍ଡି କୁ ପରିଦର୍ଶନ କଲେ କଳାହାଣ୍ଡି ଉପ ଜିଲ୍ଲାପାଳ
ଆଜି ସୋମବର ଅପରାହ୍ନ ଚାରିଟା ସମୟରେ ନର୍ଲା ସ୍ଥିତ ଧାନ ମଣ୍ଡି କୁ କଳାହାଣ୍ଡି ଉପ ଜିଲ୍ଲାପାଳ ଅଚାନକ ପରିଦର୍ଶନ କରିଥିଲେ ଓ ମଣ୍ଡି ରେ ଥିବା ଚାଷୀ ମାନଙ୍କ ସହିତ ଆଲେଚନା କରିଥିଲେ ଚାଷୀ ଙ୍କ ଧାନ କିପରି ଭାବରେ କ୍ରୟ କରାଯିବ ସେ ଉପରେ ସ୍ଥାନୀୟ ଅଧିକାରୀ ଙ୍କ ସହିତ ଆଲେଚନା କରିଥିଲେ