ଜୁନାଗଡ: ଗୋଲାମୁଣ୍ଡା ଠାରେ ବନ୍ଦେ ମାତରମ୍ ପ୍ରଶିକ୍ଷଣ ସାମୁହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୋଲାମୁଣ୍ଡା ଠାରେ ବନ୍ଦେ ମାତରମ୍ ପ୍ରଶିକ୍ଷଣ ସାମୁହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି 20ତାରିଖ ସକାଳ 11ଟାରେ ଗୋଲାମୁଣ୍ଡା ବ୍ଲକ ସ୍ଥିତ ଶିବାଜୀ ଷ୍ଟାଡିୟମ ଠାରେ ବନ୍ଦେ ମାତାରାମ ପ୍ରଶିକ୍ଷଣ ଓ ସାମୁହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।