Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ଦଦରାଲୁଣ୍ଡା ରୁଂଜା ସାହି ଠାରେ ପବିତ୍ର ମକର ସଂକ୍ରାନ୍ତି ଉଛବ ପାଳନ ହୋଇଯାଇଛି ।

Bhanjanagar, Ganjam | Jan 14, 2026
ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ଦଦରାଲୁଣ୍ଡା ରୁଂଜା ସାହି ଠାରେ ପବିତ୍ର ମକର ସଂକ୍ରାନ୍ତି ଉଛବ ପାଳନ ହୋଇଯାଇଛି । ଏହି ଉଛବରେ ବିଶିଷ୍ଠ ସମାଜସେବୀ ତଥା ବଜରଙ୍ଗ ଦଳର ବରିଷ୍ଠ ନେତା ମୁରଲିଧର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମହିଳା ସଂକୀର୍ତ୍ତନ ମଣ୍ଡଳୀ ର ଶୁଭ ଉଦଘାଟନ କରିଥିଲେ । ଏଥିସହ ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ ମାନେ ମଧ୍ୟ ସାମିଲ ହୋଇଥିବାର ସୂଚନା ମିଳିଛି ।

MORE NEWS

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ଦଦରାଲୁଣ୍ଡା ରୁଂଜା ସାହି ଠାରେ ପବିତ୍ର ମକର ସଂକ୍ରାନ୍ତି ଉଛବ ପାଳନ ହୋଇଯାଇଛି । - Bhanjanagar News