ପୁରୀ: ପୁରୀ ବିଧାୟକ ସୁନୀଲ ମହାନ୍ତି ଶୁଣିଲେ ଜନସାଧାରଣଙ୍କ ଅଭିଯୋଗ
Puri, Puri | Oct 24, 2026
ପୁରୀ ବିଧାୟକ ସୁନୀଲ ମହାନ୍ତି ନିଜ ବାସଭବନ କାର୍ଯ୍ୟାଳୟରେ ଜନସାଧାରଣଙ୍କ ସମସ୍ୟା ଶୁଣିଛନ୍ତି। ବିଭିନ୍ନ ସମସ୍ୟା ନେଇ ଆସିଥିବା ଲୋକଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।