ବାଙ୍ଗିରିପୋଷି: ଦ୍ୱାରଶୁଣୀ ଘାଟିରେ ନଭେମ୍ବର 4 ରୁ 28 ଯାଏଁ ଯାତାୟତ କଟକଣା, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନଭେମ୍ବର 4ରୁ 28 ତାରିଖ ପର୍ଯ୍ୟନ୍ତ ଦ୍ୱାରଶୁଣୀ ଘାଟିରେ ସପ୍ତାହର ବୁଧବାରରୁ ଶନିବାର, ଦିନ 11ଟାରୁ 4ଟା ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ। ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି।