Public App Logo
Jansamasya
News
Maharashtra
Bjp
National
Police
Bihar
India
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Aap

ମାଲକାନଗିରି: ଏମଭି ୩ ଠାରେ ମୁଖ୍ୟ ରାସ୍ତାରେ କାର ଓ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା

Malkangiri, Malkangiri | Sep 14, 2025
ମାଲକାନଗିରି ଜିଲ୍ଲା ସଦର ନିକଟରେ ଥିବା ଏମଭି୩ ଠାରେ ମୁଖ୍ୟ ସଡକ ରେ ଏକ ଆମ୍ବୁଲାନ୍ସ ଓ କାର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ରେ କାର ର ସାମ୍ନା ଭାଗ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଏଥିରେ ଚାଳକ ଜଣଙ୍କ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ।

MORE NEWS