Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Cricket
Lucknow

ନବରଙ୍ଗପୁର ପୋଲିସ ଷ୍ଟେସନ: କୋଷାଗୁମୁଡା ବ୍ଲକ ର ବିଭିନ୍ନ ପଞ୍ଚାୟତ ବୁଲି ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କଲେ କୋଷାଗୁମୁଡା ବିଡ଼ିଓ

କୋଷାଗୁମୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ଲକର ରାଜଡା, ସାନଆମଡା ଓ ବାମୁନି ପଞ୍ଚାୟତ କୁ ଅଚାନକ ଗସ୍ତ କରିଥିଲେ l ରାଜଡା ପଞ୍ଚାୟତ ରେ ନବ ନିର୍ମିତ ଅମୃତ ସରବର ଜାଇ କାର୍ଯ୍ୟ ର ଯାଞ୍ଚ କରିଥିଲେ,ସାନ ଆମଡା ପଞ୍ଚାୟତ ରେ ବୃକ୍ଷ ରୋପଣ ହୋଇଥିବା ସ୍ଥାନ କୁ ଜାଇ ସେଠାକାର ପରିସ୍ଥିତି ଯାଞ୍ଚ କରିବା ସହ ଗଛ କିପରି ସୁରକ୍ଷିତ ରହି ବଡ଼ିବ ସେନେଇ ଆଲୋଚନା କରିଥିଲେ l ତତ୍ପରେ ବାମୁନି ଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ସେଠାରେ ରହିଥିବା ଅନୁସାଙ୍ଗିକ ବ୍ୟବସ୍ଥା ଉପରେ ଅଙ୍ଗନବାଡି କର୍ମୀ ଙ୍କ ସହ ଆଲୋଚନା କରିଥିଲେ l