Public App Logo
Jansamasya
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
स्कूल
Haryana
Uttarpradesh
Cricket
शादी
Crimenews

ନୟାଗଡ ସଦର: ନୂଆଗାଁ କାଚପଲ୍ଲୀ ଗାଁ ର ମହିଳା ଙ୍କୁଘରୋଇ କଳି କୁ ନେଇ ଆକ୍ରମଣ,, ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି,

ସୂଚନା ଅନୁସାରେ ଆଜି 7ଘଟିକା ସମୟ ରେ ଘରୋଇ କଳି କୁ କେନ୍ଦ୍ର କରି, ଅମୀୟ ସାହୁ ନାମକ ଯୁବକ ଜଣକ ମହିଳା ଙ୍କୁ କ୍ରମଣ, ଫଳରେ ମହିଳା ଙ୍କ ମୁଣ୍ଡ ଫାଟି ମହିଳା ଆହତ, ମହିଳା ଜଣକ କାଚପଲ୍ଲୀ ଗାଁ କମଳିନି ସାହୁ, ମହିଳା ଆହତ ହୋଇ ମୁଖ୍ୟ ଚିକିତ୍ସା ଳୟ ରେ ଭର୍ତି,ମୁଣ୍ଡ ରେ ଆଘାତ ଲାଗିଥିବା ବେଳେଚିକିତ୍ସା ଧୀନ ଥିବା ସୂଚନା ମିଳିଛି

MORE NEWS

ନୟାଗଡ ସଦର: ନୂଆଗାଁ କାଚପଲ୍ଲୀ ଗାଁ ର ମହିଳା ଙ୍କୁଘରୋଇ କଳି କୁ ନେଇ ଆକ୍ରମଣ,, ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି, - Nayagarh Sadar News