ନୂଆପଡା: ସୁନାବେଡ଼ାର ଦୁର୍ଗମ ଅଞ୍ଚଳରେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ମେଗା ସଚେତନତା ଶିବିର
ସୁନାବେଡ଼ାର ଶିବନାରାୟଣପୁର, ଝର୍ଲାମ୍ୱ ଓ କୁମ୍ଭାରଖାଞ୍ଚରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ସଚେତନତା ଶିବିର ଅନୁଷ୍ଠିତ। ଲୋକଙ୍କ ସମସ୍ୟା ଶୁଣିଲେ ଅଧିକାରୀ। ନାଲସା ଯୋଜନା ସମ୍ପର୍କରେ ଦିଆଗଲା ସୂଚନା।