ଛତ୍ରପୁର: ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟଙ୍କ ବୁଗୁଡ଼ା ବ୍ଲକ୍ ଗସ୍ତ: ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ
ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଆଜି ବୁଗୁଡ଼ା ବ୍ଲକ୍ର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ଓ ଗୁଣବତ୍ତା ଯାଞ୍ଚ କରିଛନ୍ତି। ଗୋଲିଆ, ବାଘୁଆ ଜଳସେଚନ ପ୍ରକଳ୍ପ, ବୁଦ୍ଧଖୋଲ ଓ ଅଗ୍ନିବୀର ଟ୍ରେନିଂ ସେଣ୍ଟର ସମେତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ସମୟୋଚିତ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।