ଝରିଗାଁ: ଦଣ୍ଡାମୁଣ୍ଡା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ପୂର୍ବତନ ସାଂସଦ
ଦଣ୍ଡାମୁଣ୍ଡା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ପୂର୍ବତନ ସାଂସଦ ପବିତ୍ର କାର୍ତ୍ତିକ ପୁର୍ଣିମା ଅବସର ରେ ଗ୍ରାମବାସୀ ଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗଦେଇଥିଲେ ନବରଙ୍ଗପୁର ର ପୂର୍ବତନ ସାଂସଦ ଶ୍ରୀ ରମେଶ ମାଝୀ, ଏହି ଅବସର ରେ ପୂର୍ବତନ ବିଧାୟକ ଶ୍ରୀ ପ୍ରକାଶ ମାଝୀ ମଧ୍ୟ ଉପସ୍ଥିତ ଥିଲେ