"ଭିକ୍ଷୁକ ମହିଳାଙ୍କ ମୃତ୍ୟୁ ପରେ ଖୋଲିଲା ରହସ୍ୟ:
ଘରୁ ବାହାରିଲା ବସ୍ତା ବସ୍ତା ନଗଦ ୮ ଲକ୍ଷ ଟଙ୍କା !"
କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ପୂରା ଜୀବନ ଭିକ୍ଷାବୃତ୍ତି କରି ଜୀବନ ବିତାଇଥିଲେ ନୂର୍ ନାମକ ଜଣେ ବୃଦ୍ଧା। ତାଙ୍କର ମୃତ୍ୟୁ ପରେ ଯେତେବେଳେ ସ୍ଥାନୀୟ ଲୋକ ଓ ସମ୍ପର୍କୀୟମାନେ ତାଙ୍କ ଘରକୁ ଗଲେ, ସେତେବେଳେ ସମସ୍ତଙ୍କ ହୋସ୍ ଉଡ଼ିଯାଇଥିଲା। ଘର ଭିତରୁ ବସ୍ତା ଓ ବ୍ୟାଗ୍ ଭର୍ତ୍ତି ହୋଇ ରହିଥିବା ନଗଦ ୮ ଲକ୍ଷରୁ ଅଧିକ ଟଙ୍କା ଏବଂ ମୂଲ୍ୟବାନ ମୁଦ୍ରା ଜବତ କରାଯାଇଛି ।
ବଡ଼ କଥା ହେଲା, ବୃଦ୍ଧା ଜୀବିତ ଥିବାବେଳେ ତାଙ୍କୁ କେହି ସାହାଯ୍ୟ କରି ନଥିଲେ, କିନ୍ତୁ ଆଜି ତାଙ୍କ ମୃତ୍ୟୁ ପରେ ଏହି ଭିକ୍ଷା ଟଙ୍କାକୁ ନେଇ ଆତ୍ମୀୟସ୍ୱଜନଙ୍କ ଭିତରେ ଟଣାଓଟରା ଆରମ୍ଭ ହୋଇଯାଇଛି ।
#ViralNews #BeggarMillionaire #KarnatakaNews #Mandya #ShockingNews #TrendingReels #NewsUpdates #ViralStory
#ViralNews #BeggarMillionaire #OdiaNews #KarnatakaNews #ShockingStory #viralupdates
@followers