Public App Logo
Jansamasya
Politics
Abvp
���ायल
Fatehpur
Jodhpur
Amitshah
Uppolice
Live
Pratapgarh
Westbengal
Farrukhabad
Mirzapur
Rain
Tikamgarh
Prayagraj
Modiji
���ोगी_आदित्यनाथ
Indianrailways
Letestnews
���ाइक
���ायरल
Arvindkejriwal
Kedarnath
Weather
Rahul
Indianews
���ंगाल
New_delhi
Akhileshyadav

ନବରଙ୍ଗପୁର ପୋଲିସ ଷ୍ଟେସନ: ମେରନାଶରେ ଜୁଆ ଆଡା ଉପରେ ଚଡାଉ,୫ ଯୁଆଡ଼ି ଗିରଫ,୮୧୬୦ ଟଙ୍କା ଜବତ

ତେନ୍ତୁଳିଖୁଣ୍ଟି ପୁଲିସ ପକ୍ଷରୁ ଜୁଆ ଆଡା ଉପରେ ଚଡାଉ କରି ୫ ଜଣ ଯୁଆଡ଼ି ଙ୍କୁ ଗିରଫ କରାଯାଇଛି । ଜୁଆ ଆଡାରୁ ୮୧୬୦ ଟଙ୍କା ଜବତ କରାଯାଇଥିବା ବେଳେ ଏନେଇ ଏକ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ପରେ ସମସ୍ତ ଯୁଆଡ଼ି ଙ୍କୁ ବ୍ୟକ୍ତିଗତ ମୁଚାଳିକା ଛଡା ଯାଇଥିବା ଥାନା ଆଇଆଇସି ପ୍ରଣବ କୁମାର ଟୁଡୁ ସୂଚନା ଦେଇଛନ୍ତି
ନବରଙ୍ଗପୁର ପୋଲିସ ଷ୍ଟେସନ: ମେରନାଶରେ ଜୁଆ ଆଡା ଉପରେ ଚଡାଉ,୫ ଯୁଆଡ଼ି ଗିରଫ,୮୧୬୦ ଟଙ୍କା ଜବତ - Nabarangapur PS News