ଭଦ୍ରକ: #ଘରୁ_ବାହାରିଲା_ନାଗୁଣୀ_ସହ_୨୭_ଗୋଖର_ଛୁଆ, ମିର୍ଜା ଆରିଫ୍ ଗୋଖର ସର୍ପ ଉଦ୍ଧାର କରି ୨୭ଟି ଛୁଆକୁ ଉଦ୍ଧାର କରିଥିଲେ। ସର୍ପ ଟି ଘରର ଏକ କଣ ରେ ମାଟି କାନ୍ଥ ଫାଟକ ରେ ଅଣ୍ଡା ଦେଇ ଛୁଆ ଫୁଟାଇ ଦେଇଥିଲା। ଏହି ଖବର ଭଦ୍ରକ ବ୍ଲକ ଅନ୍ତର୍ଗତ ଅର୍ଣ୍ଣପାଳ ନିକଟସ୍ଥ ଭଟପୁର ଗାଁ ରେ ଦେଖିବାକୁ ମିଳିଛି ।
#citykhabarbhadrak
Bhadrak Rural, Bhadrak | Jun 19, 2026