Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କବିସୂର୍ଯ୍ୟନଗର: ବେଗୁନିଆପଡା ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ମେଗା ଅଭିମୁଖୀ କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ ମୁକ୍ତ ବିଦ୍ୟାଳୟ ଓଡ଼ିଶା ଆନୁକୂଲ୍ୟରେ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ଶିକ୍ଷାର ମୂଳ ସ୍ରୋତରେ ସାମିଲ କରିବା ପାଇଁ ଏକ ମେଘା ଅଭିମୁଖୀ କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟ କ୍ରମରେ ଗୋଷ୍ଟି ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଉପରେ ଆଲୋଚନା କରିଥିଲେ। ଏହି ପାଠ ସାଧାରଣ ପିଲାଙ୍କ ପାଠ ସହ ସମାନ, ଯେଉଁ ମାନେ ଦଶମ ରେ ଫେଲ୍ କରି ପାଠ ପଢା ରୁ ବିରତ ରହିଛନ୍ତି ସେମାନେ ଆସି ତୁରନ୍ତ ନାମ ଲେଖାଇବାକୁ କହିଥିଲେ ।