Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ସଂସ୍କୃତି ନା ଅପସଂସ୍କୃତି ?

MORE NEWS

#ଗନ୍ଧମାର୍ଦ୍ଧନ ପାହାଡ଼ କେ ବଁଚାମା
କାର୍ଯ୍ୟକ୍ରମ ବରଗଡ଼ ସମତା ଭବନ ସାଂସ୍କୃତିକ ଦଳ ତରଫରୁ ଏକ ସଂଗ୍ରାମୀ ଗୀତ । 
#PadampurTv 
#everyonefollowers 
#highlightseveryone 
#viralreelschallenge 
#foryoupageシ

#ଗନ୍ଧମାର୍ଦ୍ଧନ ପାହାଡ଼ କେ ବଁଚାମା କାର୍ଯ୍ୟକ୍ରମ ବରଗଡ଼ ସମତା ଭବନ ସାଂସ୍କୃତିକ ଦଳ ତରଫରୁ ଏକ ସଂଗ୍ରାମୀ ଗୀତ । #PadampurTv #everyonefollowers #highlightseveryone #viralreelschallenge #foryoupageシ

Bargarh, Bargarh (Baragarh) | Aug 4, 2026

Bargarh, Bargarh (Baragarh) | Aug 4, 2026

👉 ଅଞ୍ଚଳ ମହାବିଦ୍ୟାଳୟରେ  "ନବ ସୃଜନ ଓ ନୂତନ ଉଦ୍ୟମ" ପ୍ରତିଯୋଗିତା*

ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମେଳନ କକ୍ଷରେ ଅଧ୍ୟକ୍ଷ ଡ. ଦିଗାମ୍ବର ଚାନ୍ଦଙ୍କ ସଭାପତିତ୍ୱ ଏବଂ ଡ. ସରୋଜ କୁମାର ନାଏକଙ୍କ ସୁଚାରୁ ପରିଚାଳନାରେ "ନବ ସୃଜନ ଓ ନୂତନ ଉଦ୍ୟମ" ପ୍ରତିଯୋଗିତା ଅତ୍ୟନ୍ତ ଆନନ୍ଦଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଚାରକ ଜୟନାରାୟଣ ତ୍ରିପାଠୀ, ଦୀନେଶ ପାଣିଗ୍ରାହୀ ଏବଂ ଅଧ୍ୟାପିକା ମୋନାଲିସା ସ୍ବାଇଁ ପ୍ରତିଯୋଗୀଙ୍କ ନିଷ୍ଠା ଓ ଉଦ୍ଭାବନୀ ଶକ୍ତିର ଉଚ୍ଚ ପ୍ରଶଂସା କରିଥିଲେ ।
ସଫଳତାର ଏହି ଯାତ୍ରାରେ ମାର୍ଗଦର୍ଶକ ଅଧ୍ୟାପକ ଦୟାନିଧି ବଗର୍ତ୍ତୀଙ୍କ ଦିଗଦର୍ଶନରେ ଛାତ୍ରୀ ଧରିତ୍ରୀ ବରିହା, ଅଧ୍ୟାପକ ସଦାନନ୍ଦ ଭୋଇଙ୍କ ପ୍ରେରଣାରେ ଛାତ୍ର ଆନନ୍ଦ ତାଣ୍ଡି ଏବଂ ଅଧ୍ୟାପକ ଡ. ଭେଙ୍କଟେଶ୍ୱର ମେହେରଙ୍କ ମାର୍ଗଦର୍ଶନରେ ସୋନାଲି କୁମ୍ଭାର ନିଜ ନିଜର ଚିତ୍ତାକର୍ଷକ ପ୍ରକଳ୍ପ ସଫଳତାର ସହ ଉପସ୍ଥାପନ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ଅଧ୍ୟାପକ ନିର୍ମଳ କୁମ୍ଭାର ଓ କାନ୍ତିଲାଲ ରଣା କାର୍ଯ୍ୟକ୍ରମରେ  ସହଯୋଗ କରିଥିବା ବେଳେ ଶେଷରେ ଅଧ୍ୟାପିକା ଡ. ମମତାମୟୀ ଗୁରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ

👉 ଅଞ୍ଚଳ ମହାବିଦ୍ୟାଳୟରେ "ନବ ସୃଜନ ଓ ନୂତନ ଉଦ୍ୟମ" ପ୍ରତିଯୋଗିତା* ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମେଳନ କକ୍ଷରେ ଅଧ୍ୟକ୍ଷ ଡ. ଦିଗାମ୍ବର ଚାନ୍ଦଙ୍କ ସଭାପତିତ୍ୱ ଏବଂ ଡ. ସରୋଜ କୁମାର ନାଏକଙ୍କ ସୁଚାରୁ ପରିଚାଳନାରେ "ନବ ସୃଜନ ଓ ନୂତନ ଉଦ୍ୟମ" ପ୍ରତିଯୋଗିତା ଅତ୍ୟନ୍ତ ଆନନ୍ଦଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଚାରକ ଜୟନାରାୟଣ ତ୍ରିପାଠୀ, ଦୀନେଶ ପାଣିଗ୍ରାହୀ ଏବଂ ଅଧ୍ୟାପିକା ମୋନାଲିସା ସ୍ବାଇଁ ପ୍ରତିଯୋଗୀଙ୍କ ନିଷ୍ଠା ଓ ଉଦ୍ଭାବନୀ ଶକ୍ତିର ଉଚ୍ଚ ପ୍ରଶଂସା କରିଥିଲେ । ସଫଳତାର ଏହି ଯାତ୍ରାରେ ମାର୍ଗଦର୍ଶକ ଅଧ୍ୟାପକ ଦୟାନିଧି ବଗର୍ତ୍ତୀଙ୍କ ଦିଗଦର୍ଶନରେ ଛାତ୍ରୀ ଧରିତ୍ରୀ ବରିହା, ଅଧ୍ୟାପକ ସଦାନନ୍ଦ ଭୋଇଙ୍କ ପ୍ରେରଣାରେ ଛାତ୍ର ଆନନ୍ଦ ତାଣ୍ଡି ଏବଂ ଅଧ୍ୟାପକ ଡ. ଭେଙ୍କଟେଶ୍ୱର ମେହେରଙ୍କ ମାର୍ଗଦର୍ଶନରେ ସୋନାଲି କୁମ୍ଭାର ନିଜ ନିଜର ଚିତ୍ତାକର୍ଷକ ପ୍ରକଳ୍ପ ସଫଳତାର ସହ ଉପସ୍ଥାପନ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ଅଧ୍ୟାପକ ନିର୍ମଳ କୁମ୍ଭାର ଓ କାନ୍ତିଲାଲ ରଣା କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶେଷରେ ଅଧ୍ୟାପିକା ଡ. ମମତାମୟୀ ଗୁରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ

Bargarh, Bargarh (Baragarh) | Aug 4, 2026

ସଂସ୍କୃତି ନା ଅପସଂସ୍କୃତି ? - Bargarh News