Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Gujarat
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
image
image
image
image
image

ଆମ ପୋଖରୀ ଯୋଜନାରେ ପୁନଃଉଦ୍ଧାର ଓ ସୌନ୍ଦର୍ଜ୍ୟକରଣ କାମ କରି ବିଲ ପାଉନାହାନ୍ତି ମହିଳା।ସାମ୍ୱାଦିକ ସମ୍ମିଳନୀରେ ଗର୍ଜିଲେ,କାଉନ୍ସିଲର୍ କୁ ଦାୟୀ କଲେ।

Basta, Balasore | Jul 9, 2026

MORE NEWS

#ଗୁଣି_ଗାରିଡି_କୁ_ନେଇ_ଆତ୍ମହତ୍ୟା_କଲେ_ବୋହୁ, 
#ହତ୍ୟା_ଅଭିଯୋଗ_ଆଣିଲେ_ବାପା_ଘର_ଲୋକେ

#mahimatv #BASTA #Balasore #Odisha 
Ajit Kumar Sahoo Journalist Rajesh Giri Natkhat Sweety  Rajesh Behera Mahima TV

#ଗୁଣି_ଗାରିଡି_କୁ_ନେଇ_ଆତ୍ମହତ୍ୟା_କଲେ_ବୋହୁ, #ହତ୍ୟା_ଅଭିଯୋଗ_ଆଣିଲେ_ବାପା_ଘର_ଲୋକେ #mahimatv #BASTA #Balasore #Odisha Ajit Kumar Sahoo Journalist Rajesh Giri Natkhat Sweety Rajesh Behera Mahima TV

Basta, Balasore | Jul 8, 2026

I got over 14,000 reactions on my posts last week! Thanks everyone for your support! 🎉

I got over 14,000 reactions on my posts last week! Thanks everyone for your support! 🎉

Basta, Balasore | Jul 8, 2026

#ବର୍ତ୍ତମାନ_ସମୟର_ବଡ଼_ଖବର,
#ବେଆଇନ_ପାର୍କିଂ_ପାଇଁ_ଦୁର୍ଘଟଣା!
#ତୀର୍ଥ_ଯାତ୍ରୀ_ବସ_ଦୁର୍ଘଟଣା
#ଟ୍ରକ_ପଛକୁ_ପିଟିଲା_ମିନି_ବସ୍
#୫ଜଣ_ଗୁରୁତର_୭ଜଣ_ଆହାତ
#ପୁରୀ_ରୁ_ଫେରୁଥିବା_ବେଳେ_ଘଟିଛି_ଦୁର୍ଘଟଣା ।

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ କୁଣ୍ଡପୁର ନିକଟରେ ଦୁର୍ଘଟଣା। ପୁରୀ ରୁ ଜଗନ୍ନାଥ ଙ୍କୁ ଦର୍ଶନ ସାରି ଫେରୁଥିବା ବେଳେ କୁଣ୍ଡପୁର ଢାବା ନିକଟରେ ଠିଆ  ହୋଇଥିବା ଟ୍ରକ ପଛକୁ ପିଟିଥିଲା ମିନି ବସ୍। ଘଟଣା ସ୍ଥଳରେ ବସ୍ତା ପୋଲିସ,ଦମକଳବାହିନୀ ଓ ରାଜପଥ ପହରା ପୋଲିସ ପହଞ୍ଚି ଉଦ୍ଧାର କରି ବସ୍ତା ମୁଖ୍ୟ ଡାକ୍ତରଖାନା ପଠାଇଥିବା ବେଳେ ପରେ ଗୁରୁତ୍ବ ହେବାରୁ ସମସ୍ତ ଙ୍କୁ ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି। ଗୁରୁତର ମାନେ ଭୋଗରାଇ ଅଞ୍ଚଳ ବୋଲି ଜଣାପଡିଛି ।
Breaking News: Pilgrim Bus Accident 🚨🚌
A bus carrying pilgrims met with an accident.
#BreakingNews #PilgrimBusAccident #BusAccident #RoadAccident #NH16  #OdishaNews #PuriToBhograi #InjuredPassengers #AccidentUpdate #LatestNews #Odisha #TrafficAlert #PilgrimJourney #EmergencyResponse #NewsUpdateNews #mahimatv

#ବର୍ତ୍ତମାନ_ସମୟର_ବଡ଼_ଖବର, #ବେଆଇନ_ପାର୍କିଂ_ପାଇଁ_ଦୁର୍ଘଟଣା! #ତୀର୍ଥ_ଯାତ୍ରୀ_ବସ_ଦୁର୍ଘଟଣା #ଟ୍ରକ_ପଛକୁ_ପିଟିଲା_ମିନି_ବସ୍ #୫ଜଣ_ଗୁରୁତର_୭ଜଣ_ଆହାତ #ପୁରୀ_ରୁ_ଫେରୁଥିବା_ବେଳେ_ଘଟିଛି_ଦୁର୍ଘଟଣା । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ କୁଣ୍ଡପୁର ନିକଟରେ ଦୁର୍ଘଟଣା। ପୁରୀ ରୁ ଜଗନ୍ନାଥ ଙ୍କୁ ଦର୍ଶନ ସାରି ଫେରୁଥିବା ବେଳେ କୁଣ୍ଡପୁର ଢାବା ନିକଟରେ ଠିଆ ହୋଇଥିବା ଟ୍ରକ ପଛକୁ ପିଟିଥିଲା ମିନି ବସ୍। ଘଟଣା ସ୍ଥଳରେ ବସ୍ତା ପୋଲିସ,ଦମକଳବାହିନୀ ଓ ରାଜପଥ ପହରା ପୋଲିସ ପହଞ୍ଚି ଉଦ୍ଧାର କରି ବସ୍ତା ମୁଖ୍ୟ ଡାକ୍ତରଖାନା ପଠାଇଥିବା ବେଳେ ପରେ ଗୁରୁତ୍ବ ହେବାରୁ ସମସ୍ତ ଙ୍କୁ ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି। ଗୁରୁତର ମାନେ ଭୋଗରାଇ ଅଞ୍ଚଳ ବୋଲି ଜଣାପଡିଛି । Breaking News: Pilgrim Bus Accident 🚨🚌 A bus carrying pilgrims met with an accident. #BreakingNews #PilgrimBusAccident #BusAccident #RoadAccident #NH16 #OdishaNews #PuriToBhograi #InjuredPassengers #AccidentUpdate #LatestNews #Odisha #TrafficAlert #PilgrimJourney #EmergencyResponse #NewsUpdateNews #mahimatv

Basta, Balasore | Jul 8, 2026