ପୁରୀ ମ୍ୟୁନିସିପାଲଟି: ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିର ରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ସିଂହଦ୍ୱାର ଠାରେ ପ୍ରତିକ୍ରିୟା ରଖିଲେ ସୋମନାଥ ଖୁଣ୍ଟିଆ l
Puri M, Puri | Aug 7, 2025 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କୁ ଦର୍ଶନ କରିଚନ୍ତି। ନିଜ ପତ୍ନୀ ଙ୍କ ସହ ମୁଖ୍ୟମନ୍ତ୍ରୀ ଆସି ମହାପ୍ରଭୂ ଙ୍କ ଆଶୀର୍ବାଦ ନେଇଛନ୍ତି। ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କୁ ଦର୍ଶନ ପରେ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ଚାଲିଥିବା ଝୁଲଣ ଯାତ୍ରା ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ନୀ ଙ୍କ ସହ ରହି ଦେଖିଥିଲେ। ପରେ ମୁକ୍ତି ମଣ୍ଡପ ଯାଇ ବ୍ରାହ୍ମଣ ଙ୍କ ଆଶୀର୍ବାଦ ନେଇଥିଲେ। ପରେ ଶ୍ରୀ ବେଢାରେ ଥିବା ଦେବୀ ବିମଳା ଓ ମହାଲକ୍ଷ୍ମୀ ଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ମନ୍ଦିର ସିଂହ ଦ୍ଵାର ନିକଟ ରେ ପହଞ୍ଚିବା ପରେ ଶ୍ର