ନୂଆପଡା: ନୂଆପଡ଼ା ପାୱାରତଳା ଗ୍ରାମରେ ଗଣେଶ ଚତୁର୍ଥୀ ଅବସରରେ ନୃତ୍ୟ ପ୍ରତିଯୋଗିତା
ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ପାୱାରତଳା ଗ୍ରାମରେ ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଆୟୋଜିତ ହୋଇଯାଇଛି ନୃତ୍ୟ ପ୍ରତିଯୋଗିତା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ନେତା ଅଭିନନ୍ଦନ ପଣ୍ଡା ଯୋଗ ଦେଇ କଳାକାରଙ୍କ ପ୍ରତିଭାର ଭୂୟସୀ ପ୍ରଶଂସା କରିଛନ୍ତି।