Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata
Aap

ଧର୍ମଗଡ: ପର୍ଲା ଓଏଭିଏସ ହଷ୍ଟେଲ ରୁ ନା ବାଳିକା ଅପହରଣ ମାମଲା ରେ ଯୁବକ ଗିରଫ ଓ କୋର୍ଟ ଚାଲାଣ।

Dharamgarh, Kalahandi | Dec 1, 2025
ଗତ ୨୭ତାରିଖ ଦିନ ପର୍ଲା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ନିଖୋଜ ଥିବା ନେଇ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଏନେଇ ଧର୍ମଗଡ ଥାନା ରେ ଲେଖିତ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଭିତ୍ତି କରି ଧର୍ମଗଡ ପୋଲିସ କେଶ ନଂ ୩୪୫/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।ଅଭିଯୁକ୍ତ ଯୁବକ ଡୋଲାମଣି ବୋଡ଼କିଆ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।

MORE NEWS