Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
���रियाणा
Haryana
Crimenews
Agra
Cbi
Mathura
���ायल
Fatehpur
Jodhpur

ଦେବଗଡ: ବାହାଡାପୋଶି ନିକଟରେ ବାଲି ଗାଡି ଯାଂଚ ବେଳେ ଖଣି ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ବଲଣ୍ଡା ଗ୍ରାମର ଯୁବକ ଗିରଫ

ବାରକୋଟ ଥାନା ବାହାଡାପୋଶି ନିକଟରେ ଗତ ଅକ୍ଟୋବର ୨୭ ତାରିଖ ରାତିରେ ବାଲି ବୋଝେଇ ହାଇୱା ଗାଡି ଯାଂଚ ସମୟରେ ଖଣି ବିଭାଗ କର୍ମଚାରୀଙ୍କୁ ଗାଳି ଗୁଲଜ ସହିତ ଆକ୍ରମଣ ଘଟଣାରେ ବାରକୋଟ ଥାନା ପୁଲିସ ଆଜି ସନ୍ଧ୍ୟାରେ ବଲଣ୍ଡା ଗ୍ରାମର ରାହୁଳ ବିଶ୍ୱାଳ(୨୦) ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ବିଚାର ବିଭାଗୀୟ ଜାହତକୁ ପଠାଇ ଦିଆଯାଇଛି ।

MORE NEWS

ଦେବଗଡ: ବାହାଡାପୋଶି ନିକଟରେ ବାଲି ଗାଡି ଯାଂଚ ବେଳେ ଖଣି ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ବଲଣ୍ଡା ଗ୍ରାମର ଯୁବକ ଗିରଫ - Debagarh News