Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ସତ୍ୟବାଦୀ: କଣାସ ବ୍ଲକ ଅନ୍ତର୍ଗତ ବିନ୍ଧଣ ଛକରେ ଲକ୍ଷ୍ମୀ ବସରେ ଯାତ୍ରୀଙ୍କୁ କଟୁରିରେ ଆକ୍ରମଣ ମାମଲା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ

Satyabadi, Puri | Oct 10, 2025
ଗତ ମଙ୍ଗଳ ବାର ସକାଳ ୯ଟାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ ଗଡିଶା ଗୋଦା ଥାନା ବିନ୍ଧଣ ଲକ୍ଷ୍ମୀ ବସରେ ଜଣେ ଯୁବକ କଟୁରୀରେ ଆକ୍ରମଣ କରି ୪ଜଣ ଯାତ୍ରୀ ଗୁରୁଟର ଆହତ ହୋଇଥିଲେ। ଏହି ଘଟଣାରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ଯୁବକ ସତ୍ୟବାଦୀ ଥାନା ବ୍ରାହ୍ମଣ ପଡ଼ା ସୁକଳ ଗ୍ରାମର ସାଗର ଭୋଇ ଓରଫ ତୋଫାନକୁ ଗିରଫ କରି ଆଜି ପୂର୍ବାହ୍ନ ୧୧ଟାରେ କୋର୍ଟ ଚାଲାଣ କରାଯାଇଛି।
ସତ୍ୟବାଦୀ: କଣାସ ବ୍ଲକ ଅନ୍ତର୍ଗତ ବିନ୍ଧଣ ଛକରେ ଲକ୍ଷ୍ମୀ ବସରେ ଯାତ୍ରୀଙ୍କୁ କଟୁରିରେ ଆକ୍ରମଣ ମାମଲା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ - Satyabadi News