ପାରଳାଖେମୁଣ୍ଡି: ପାଣି ନାହିଁ ତ ଭୋଟ ନାହିଁ: ନୂଆଗଡ଼ ବ୍ଲକର ଏନ୍. ଝାଲରସିଂ ଗ୍ରାମବାସୀଙ୍କ ଜିଦ୍
ନୂଆଗଡ଼ ବ୍ଲକ ସମ୍ବଲପୁର ପଞ୍ଚାୟତର ଏନ୍. ଝାଲରସିଂ ଗ୍ରାମରେ ପାନୀୟ ଜଳ ସଙ୍କଟ। ଦୀର୍ଘବର୍ଷ ହେଲା ସମସ୍ୟାର ସମାଧାନ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କଲେ ଗ୍ରାମବାସୀ। ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ଦେଲେ ଚେତାବନୀ।