Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୧ ର ଦୁଇଟି ଘରୁ ଚୋରି, ସେକ୍ଟର ୩ ଥାନା ପୋଲିସ ପାଇଁ ଚାଲେଞ୍ଜ

ରାଉରକେଲା ସେକ୍ଟର ୧ ର ୨ ଗୋଟି ଘରୁ ଚୋରି ଅଭିଯୋଗ ।ଘରେ କେହି ନଥିବାର ସୁଯୋଗ ନେଇ ମଂଗଳବାର ବିଳମ୍ବିତ ରାତିରେ ଲୁଟେରା ମାନେ ସେକ୍ଟର ୧ ର କାଳି ମନ୍ଦିର ନିକଟସ୍ଥ ୨ ଟି ଘରେ ପଶି ବହୁ ମୂଲ୍ୟବାନ ଜିନିଷ ଚୋରୀ କରିଥିବା ଜଣାପଡିଛି। ତାଲା ଭାଙ୍ଗି ଆଲମିରା ତାଡି ବହୁ ଜିନିଷ ଲୁଟି ନେଇଛନ୍ତି। କ୍ବାଟର ନମ୍ବର ଡି /୨୨୮ ର ରଞ୍ଜିତ ମଣ୍ଡଳକଂ ଘରେ ରୂପା ଅଳଙ୍କାର, ଗ୍ଯାସ ସିଲିଣ୍ଡର ସହ କିଛି ଦାମୀ ଜିନିଷ ଚୋରୀ ହୋଇଥିବା ନେଇ ବୁଧବାର ପୂର୍ବାହ୍ନରେ ସେକ୍ଟର ୩ ଥାନାରେ ଅଭିଯୋଗ ହୋଇଛି।
ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୧ ର ଦୁଇଟି ଘରୁ ଚୋରି, ସେକ୍ଟର ୩ ଥାନା ପୋଲିସ ପାଇଁ ଚାଲେଞ୍ଜ - Raurkela M News