Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ରାଉରକେଲା ମ୍ୟୁନିସିପାଲଟି: ରାଉରକେଲାରେ ବଢ଼ୁଛି ଶୀତ, ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ସହରରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରହିବା ନେଇ ପୂର୍ବାନୁମାନ

Raurkela M, Sundargarh | Nov 27, 2025
ରାଉରକେଲା ସହରରେ ପୁଣି ଫେରିଲା ଶୀତ। ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୮ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ଗୁରୁବାର ଅପରାହ୍ନରେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ରାଉରକେଲାରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବା ସମ୍ଭାବନା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ରାଉରକେଲା ମ୍ୟୁନିସିପାଲଟି: ରାଉରକେଲାରେ ବଢ଼ୁଛି ଶୀତ, ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ସହରରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରହିବା ନେଇ ପୂର୍ବାନୁମାନ - Raurkela M News