ବାଲେଶ୍ବର ସଦର: ନହରପାଟଣାରେ ସ୍ଵଚ୍ଛ ଭାରତ ଅଭିଯାନରେ ଯୋଗଦେଲେ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟିର ସେବା ସଂକଳ୍ପ ଅଭିଯାନ। ନହରପାଟଣା ଠାରେ ରାସ୍ତାଘାଟ ସଫେଇ କଲେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ। ଦେଖନ୍ତୁ ସ୍ଵଚ୍ଛ ଭାରତ ଅଭିଯାନର ଝଲକ।