ବ୍ରହ୍ମପୁୁର ମ୍ୟୁନିସିପାଲଟି କର୍ପୋରେସନ: ଖଲ୍ଲିକୋଟ କଲେଜରେ ଛାତ୍ର ଅଶାନ୍ତି: ଥାନାରେ ପହଞ୍ଚିଲା ନିର୍ବାଚନୀ ବିବାଦ
୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଅନୁମତି ମିଳିବା ପରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଦେଖାଦେଲା ଉତ୍ତେଜନା। ଶକ୍ତି ପ୍ରଦର୍ଶନ କରି ମୁହାଁମୁହିଁ ହେଲେ ଦୁଇ ଛାତ୍ର ଗୋଷ୍ଠୀ, ମାମଲା ଥାନାରେ।