Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
Haryana
Uttarpradesh
���ादी
Crimenews
Aap
Indore
Bareilly

ବୀରମିତ୍ରପୁର: ନୂଆଗାଁ ଫାଣ୍ଡି ଅଞ୍ଚଳରେ ସଡକ ସୁରକ୍ଷା ଅଭିଯାନ ଅନୁଷ୍ଠିତ

ନୂଆଗାଁ ଫାଣ୍ଡି ଅଞ୍ଚଳରେ ସଡକ ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଫାଣ୍ଡି ଅଞ୍ଚଳରେ ନୂଆଗାଁ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀଙ୍କ ତତ୍ତ୍ଵାବଧାନରେ କରାଯାଇଥିଲା। ପ୍ରଥମେ ନୂଆଗାଁ ଫାଣ୍ଡି ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକ ସଚେତନ ନାଗରିକ ପୋଲିସ କର୍ମଚାରୀ ଯୋଗୁ ଦେଇଥିଲେ।ଗାଡ଼ି ଚାଳକମାନଙ୍କୁ ସଚେତନ କରାଯାଉଥିଲା ଯେଉଁମାନେ ହେଲମେଟ ପିନ୍ଧି ନ ଥିଲେ ତାଙ୍କୁ ହେଲମେଟ ଦିଆଯାଉଥିଲା

MORE NEWS