Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh

ବଡସାହି: ଆଗ୍ରିଆ ରେଳଫାଟକ ଠାରେ ରେଳ ଧାରଣା ଅତିକ୍ରମ ସମୟରେ ସାଲିମାର ଟ୍ରେନ ଧକ୍କାରେ ବିଶାଳ ଦନ୍ତାହାତୀର ମୃତ୍ୟୁ, ବନବିଭାଗର ଛାନଭିନ ଆରମ୍ଭ

Barsahi, Mayurbhanj | Nov 1, 2025
ବେତନଟୀ ରେଞ୍ଜ ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ରେଳଫାଟରେ ରେଳଧାରଣା ଅତିକ୍ରମ ସମୟରେ ଶନିବାର ରାତି ସାଢଏଗାରଟାରେ ଟ୍ରେନ ଧକ୍କାରେ ଏକ ବିଶାଳ ଦନ୍ତାହାତୀର ଶୋଚନୀୟ ମୃତ୍ୟୁ ଘଟିଛି l ସୂଚନା ମୁତାବକ ବେତନଟୀ ରେଞ୍ଜ ଇଲାକାରେ ୩୦ରୁ ଉର୍ଦ୍ଧ୍ୱ ହାତୀ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିବା ବେଳେ ମୁଖ୍ୟ ଦଳରୁ ଅଲଗା ହୋଇ ଏକ ବିଶାଳ ଦନ୍ତାହାତୀ ଶନିବାର ସର୍ବଣା, ବିଶ୍ରାମପୁର ଇଲାକାରେ ବିଚରଣ କରୁଥିଲା l

MORE NEWS