Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଜୁନାଗଡ: ବ୍ଲକ ଅଧକ୍ଷ ଙ୍କୁ ବ୍ଲକ ର ମିଶନ ଶକ୍ତି ତଥା ବ୍ଲକ ର ସଭାନେତ୍ରୀ, ସମ୍ପାଦିକା ସମେତ ସମସ୍ତ ସଦସ୍ୟା ଆସି ସାକ୍ଷାତ କରି ଆଲୋଚନା କଲେ

Junagarh, Kalahandi | Jan 8, 2026
ଆଜି 8ତାରିଖ ମଧ୍ୟାହ୍ନ 3ଟାରେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ଙ୍କୁ ନିଜ ବ୍ଲକ କାର୍ଯ୍ୟାଳୟ ରେ ମିଶନ ଶକ୍ତି ତଥା ବ୍ଲକ ଲେବେଲ ଫେଡେରେସନ ର ସଭାନେତ୍ରୀ, ସମ୍ପାଦିକା ସମେତ ସମସ୍ତ ସଦସ୍ୟା ଆସି ନୂତନ ବର୍ଷ ର ଅଭିନନ୍ଦନ ଜଣାଇବା ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ
ଜୁନାଗଡ: ବ୍ଲକ ଅଧକ୍ଷ ଙ୍କୁ ବ୍ଲକ ର ମିଶନ ଶକ୍ତି ତଥା ବ୍ଲକ ର ସଭାନେତ୍ରୀ, ସମ୍ପାଦିକା ସମେତ ସମସ୍ତ ସଦସ୍ୟା ଆସି ସାକ୍ଷାତ କରି ଆଲୋଚନା କଲେ - Junagarh News