Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

#ଚାଷୀ_ଇଚ୍ଛା_ମୃତ୍ୟୁଙ୍କୁ_ନେଇ_ବର୍ଷା_ସିଂହ_ବରିହାଙ୍କ_ସାମ୍ବାଦିକ_ସମ୍ମିଳନୀ ବରଗଡ଼ ଜିଲ୍ଲାର ଜଣେ ଚାଷୀ ଇଚ୍ଛା ମୃତ୍ୟୁ ମାଗିବା ଏବଂ ବରଗଡ଼ ଜିଲ୍ଲାପାଳ ପ୍ରଶାସନ ଏହାକୁ ଗ୍ରହଣ କରିବା ଯାହାକୁ ନେଇ ରାଜନୈତିକ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଜୁ ଜନତା ଦଳର ବିଧାୟିକା ବର୍ଷାରାଣୀ ସିଂହ ବରିହାଙ୍କ ବିଜୁ ଜନତା ଦଳର ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀର ସିଧା ପ୍ରସାରଣ ଅଷ୍ଟିନ ନ୍ୟୁଜରେ। #FarmerSuicideApplication #BargarhDistrictAdminstration #FarmerMinister #KVSinghdeo #BaragarhCollector #BJDMLA #BarshaRaniSinghBariha #AustinNewsOdia #OdishaNews

Badachana, Jajpur | Jun 24, 2026

MORE NEWS

#ଚିଟଫଣ୍ଡ_ଚୋର_ଏବେ_ବିଜେପି_ଆସେଟ୍ସ 
ଅଠର ମାସରେ କହିଥିଲେ ସମସ୍ତ ଚିଟଫଣ୍ଡ ଟଙ୍କା ଓଡିଶାବାସୀଙ୍କୁ ଫେରସ୍ତ କରିବୁ। ହେଲେ ଅଠର ମାସ ପରେ ଚିଟଫଣ୍ଡରେ ସମ୍ପୃକ୍ତ ଥାଇ ଜେଲ ଯାଇଥିବା ପୂର୍ବତନ ବିଧାୟକଙ୍କୁ ଆଜି କୁଣ୍ଢେଇ ପକାଇ ଦଳରେ ମିଶାଉଛନ୍ତି। ବିଚାର ଓଡିଶାବାସୀ କରିବେ। ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେପିରେ ଯୋଗ ଦେବା ପରେ ବିଜୁ ଜନତା ଦଳର ମିଡିଆ ସଂଯୋଜକ ଲେନିନ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟିକରଣ।
#PrabhatBiswal 
#ChitfundScam 
#ChitfundMoneyRefund 
#BharatiyaJanataParty 
#PrabhatBiswalJoinBJP 
#ChoudwarExMLA 
#SoubhicBiswal 
#ChoudwarMLA 
#BijuJanataDal 
#LeninMohanty 
#AustinNewsOdia 
#OdishaNews

#ଚିଟଫଣ୍ଡ_ଚୋର_ଏବେ_ବିଜେପି_ଆସେଟ୍ସ ଅଠର ମାସରେ କହିଥିଲେ ସମସ୍ତ ଚିଟଫଣ୍ଡ ଟଙ୍କା ଓଡିଶାବାସୀଙ୍କୁ ଫେରସ୍ତ କରିବୁ। ହେଲେ ଅଠର ମାସ ପରେ ଚିଟଫଣ୍ଡରେ ସମ୍ପୃକ୍ତ ଥାଇ ଜେଲ ଯାଇଥିବା ପୂର୍ବତନ ବିଧାୟକଙ୍କୁ ଆଜି କୁଣ୍ଢେଇ ପକାଇ ଦଳରେ ମିଶାଉଛନ୍ତି। ବିଚାର ଓଡିଶାବାସୀ କରିବେ। ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେପିରେ ଯୋଗ ଦେବା ପରେ ବିଜୁ ଜନତା ଦଳର ମିଡିଆ ସଂଯୋଜକ ଲେନିନ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟିକରଣ। #PrabhatBiswal #ChitfundScam #ChitfundMoneyRefund #BharatiyaJanataParty #PrabhatBiswalJoinBJP #ChoudwarExMLA #SoubhicBiswal #ChoudwarMLA #BijuJanataDal #LeninMohanty #AustinNewsOdia #OdishaNews

Badachana, Jajpur | Jul 12, 2026

#ହୋଟେଲ_ସୂର୍ଯ୍ୟାଂଶରେ_ମିଟିଂର_କାରଣ_କହିଲେ_ଲେନିନ 
ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ରଙ୍କର ହୋଟେଲ ସୂର୍ଯ୍ୟାଂଶରେ ଗଣମାଧ୍ୟମ ସହ ଆଲୋଚନା କାର୍ଯ୍ୟକ୍ରମ ରହିଥିଲା। କାହଁକି ଏପରି ପଦକ୍ଷେପ ନିଆଗଲା ତାହାର କାରଣ କହିଛନ୍ତି ବିଜୁ ଜନତା ଦଳର ମିଡିଆ ସଂଯୋଜକ ଲେନିନ ମହାନ୍ତି।
#MPSantruptaMishra 
#BijuJanataDal 
#LeninMohanty 
#HotelSuryansh 
#MediaInteract 
#MediaDiscussion 
#AustinNewsOdia 
#OdishaNews

#ହୋଟେଲ_ସୂର୍ଯ୍ୟାଂଶରେ_ମିଟିଂର_କାରଣ_କହିଲେ_ଲେନିନ ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ରଙ୍କର ହୋଟେଲ ସୂର୍ଯ୍ୟାଂଶରେ ଗଣମାଧ୍ୟମ ସହ ଆଲୋଚନା କାର୍ଯ୍ୟକ୍ରମ ରହିଥିଲା। କାହଁକି ଏପରି ପଦକ୍ଷେପ ନିଆଗଲା ତାହାର କାରଣ କହିଛନ୍ତି ବିଜୁ ଜନତା ଦଳର ମିଡିଆ ସଂଯୋଜକ ଲେନିନ ମହାନ୍ତି। #MPSantruptaMishra #BijuJanataDal #LeninMohanty #HotelSuryansh #MediaInteract #MediaDiscussion #AustinNewsOdia #OdishaNews

Badachana, Jajpur | Jul 12, 2026

#ଥର_ଲଗେଇ_ଭିଡ଼ିନେଲେ_ଏଟିଏମ_ଟଙ୍କା_ବାକ୍ସ 
#ଥରେ_ନୁହଁ_ଦୁଇ_ଥର_ଭିଡ଼ି_ଭିଡ଼ି_ନେଇଛନ୍ତି 
ସୋରୋ ଏଟିଏମ ଲୁଟ ଘଟଣାରେ ଅପରାଧୀଙ୍କ ସମସ୍ତ କାର୍ଯ୍ୟକଳାପ ସିସିଟିଭିରେ କଏଦ।
#CCTVVisual 
#ATMLootNews 
#SoroATMLoot 
#TharVechile 
#TharStunt 
#AustinNewsOdia 
#OdishaNews

#ଥର_ଲଗେଇ_ଭିଡ଼ିନେଲେ_ଏଟିଏମ_ଟଙ୍କା_ବାକ୍ସ #ଥରେ_ନୁହଁ_ଦୁଇ_ଥର_ଭିଡ଼ି_ଭିଡ଼ି_ନେଇଛନ୍ତି ସୋରୋ ଏଟିଏମ ଲୁଟ ଘଟଣାରେ ଅପରାଧୀଙ୍କ ସମସ୍ତ କାର୍ଯ୍ୟକଳାପ ସିସିଟିଭିରେ କଏଦ। #CCTVVisual #ATMLootNews #SoroATMLoot #TharVechile #TharStunt #AustinNewsOdia #OdishaNews

Badachana, Jajpur | Jul 11, 2026

#ଚାଷୀ_ଇଚ୍ଛା_ମୃତ୍ୟୁଙ୍କୁ_ନେଇ_ବର୍ଷା_ସିଂହ_ବରିହାଙ୍କ_ସାମ୍ବାଦିକ_ସମ୍ମିଳନୀ ବରଗଡ଼ ଜିଲ୍ଲାର ଜଣେ ଚାଷୀ ଇଚ୍ଛା ମୃତ୍ୟୁ ମାଗିବା ଏବଂ ବରଗଡ଼ ଜିଲ୍ଲାପାଳ ପ୍ରଶାସନ ଏହାକୁ ଗ୍ରହଣ କରିବା ଯାହାକୁ ନେଇ ରାଜନୈତିକ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଜୁ ଜନତା ଦଳର ବିଧାୟିକା ବର୍ଷାରାଣୀ ସିଂହ ବରିହାଙ୍କ ବିଜୁ ଜନତା ଦଳର ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀର ସିଧା ପ୍ରସାରଣ ଅଷ୍ଟିନ ନ୍ୟୁଜରେ। #FarmerSuicideApplication #BargarhDistrictAdminstration #FarmerMinister #KVSinghdeo #BaragarhCollector #BJDMLA #BarshaRaniSinghBariha #AustinNewsOdia #OdishaNews - Badachana News