ପାରଳାଖେମୁଣ୍ଡି: ମା ନାକିଟିଭବାନୀଙ୍କ ପୀଠରେ ସପ୍ତମୀ ପୂଜା ଓ ଦୀପଦାନ
ପାରଳାଖେମୁଣ୍ଡି ଉପକଣ୍ଠ ଯାଜପୁରସ୍ଥିତ ମା ନାକିଟିଭବାନୀଙ୍କ ପୀଠରେ ସପ୍ତମୀ ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନବରାତ୍ର ଉପଲକ୍ଷେ ଭକ୍ତଙ୍କ ସମାଗମରେ ପୂରା ଅଞ୍ଚଳ ଭକ୍ତିମୟ ହୋଇଉଠିଛି।