ମାଲକାନଗିରି: ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ଵରେ କଂଗ୍ରେସର ଏକ ଟିମ ଜିଲ୍ଲା ମେନ୍ଟାଲ୍ ହସ୍ପିଟାଲ ପରିଦର୍ଶନ କରି ସମୀକ୍ଷା କରିଛନ୍ତି
ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓଙ୍କ ନେତୃତ୍ଵରେ କଂଗ୍ରେସର ଏକ ଟିମ ଜିଲ୍ଲା ମେନ୍ଟାଲ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ତେବେ ସେଠାରେ ଚିକିତ୍ସା ବ୍ୟବସ୍ଥା କିପରି ଜାରି ଅଛି, କଣ ସବୁ ସମସ୍ୟା ଅଛି ସେନେଇ ତଦାରଖ କରିଥିଲେ। ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଏହି ଟିମ ଦାଇତ୍ଵରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।