Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

#ରାସ୍ତା କଡରେ ଓଲଟି ପଡିଲା ଘରୋଇ ବସ ମଧୁସ୍ମିତା# ଲଗାଣ ବର୍ଷାରେ ବାରିପଦା ସତ୍ୟସାଇ ଛକ ନିକଟ ଭଂଜେଶ୍ୱର ମନ୍ଦିର ନିକଟ ମୁଖ୍ୟ ରାସ୍ତା କଡରେ ହୋଇଥିବା ଗାଡୱାଲ ଭୁଶୁଡି ଯିବାରୁ ରାସ୍ତା କଡରେ ପର୍କିଙ୍ଗ ରେ ଛିଡା ହୋଇଥିବା ମଧୁସ୍ମିତା ନାମକ ଘରୋଇ ବସ ଟି ଓଲଟି ପଡିଥିବା ବେଳେ ଏଥିରେ ବସ୍‌ର ହେଲପର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନାମିଳିଛି। #ବାରିପଦା #ମୟୁରଭଞ୍ଜ

MORE NEWS

#ଆଦିବାସୀ_ଅଧ୍ୟୁଷିତ_ଅଞ୍ଚଳର_ନଗ୍ନଚିତ୍ର#
#କେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରିବ ତାହା ଦେଖିବାକୁ ବାକି ରହିଲା#

#ସୂଚନାନୁସାରେ........
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କାଦୁଅ ପଚପଚ ରାସ୍ତାରେ ପଶି ପାରିଲାନି ଆମ୍ବୁଲାନ୍ସ।୨କି.ମିରୁ ଉର୍ଦ୍ଧ୍ବ ରାସ୍ତା ଷ୍ଟ୍ରେଚରରେ ବୁହା ହେଲେ ରୋଗୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ଘୋଳମୁହାଁ ପଞ୍ଚାୟତର ଠେଙ୍ଗାତାଣ୍ଡି ଗ୍ରାମରେ। ସୂଚନାଯୋଗ୍ୟ ଗୁରୁବାର ପୂର୍ବାହ୍ନରେ ଠେଙ୍ଗାତାଣ୍ଡି ଗ୍ରାମର ୧ନଂ ଓ୍ବାର୍ଡର ୬୫ବର୍ଷ ବୟସ୍କ ବୃଦ୍ଧା ପାଉରା ହେମ୍ବ୍ରମ ଘର ଠାରୁ ଦୁଇ କିଲୋମିଟରରୁ ଉର୍ଦ୍ଧ୍ବ ଦୂରରେ ଥିବା ଗୁଳିଡିହି ଠାରେ କ୍ଷେତ୍ରରେ କାମ କରୁଥିବା ବେଳେ ହଠାତ ମୁଣ୍ଡ ବୁଲାଇବାରୁ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ସେଠାରେ କାମ କରୁଥିବା ଲୋକେ ଏହାଦେଖି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ଡାକ୍ତରଖାନା ନେବାପାଇଁ।ହେଲେ ଶୋଚନୀୟ ରାସ୍ତା ଯୋଗୁଁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରିନଥିଲା ଏବଂ ଠେଙ୍ଗାତାଣ୍ଡି ସ୍କୁଲ ପାଖରେ ଅଟକି ରହିଥିଲା। ତେବେ ଗୁଳିଡିହି ଠାରୁ ଠେଙ୍ଗାତାଣ୍ଡି ସ୍କୁଲ ପର୍ଯ୍ୟନ୍ତ ଦୀର୍ଘ ଦୁଇ କିଲୋମିଟରରୁ ଉର୍ଦ୍ଧ୍ବ କାଦୁଅ ପଚପଚ ଖାଲଖମା ବିପର୍ଯ୍ୟସ୍ତ ରାସ୍ତାରେ ଗୁରୁତର ରୋଗୀଙ୍କୁ ଲୋକେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହଯୋଗରେ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡ଼ିଥିଲା।ଯାହାକି ଆଦିବାସୀ ବହୁଳ ଏହି ଗାଁରେ ବିକାଶ ଅପହଞ୍ଚ ବୋଲି ଲୋକେ କହୁଥିବାବେଳେ ଦୀର୍ଘଦିନ ଧରି ଲୋକଙ୍କ ଦାବି ସତ୍ତ୍ୱେ ରାସ୍ତା ନିର୍ମାଣ ହେଉନଥିବା ଯୋଗୁଁ ଆଜି ଏଭଳି ଏକ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି।
#ମୟୁରଭଞ୍ଜ #

#ଆଦିବାସୀ_ଅଧ୍ୟୁଷିତ_ଅଞ୍ଚଳର_ନଗ୍ନଚିତ୍ର# #କେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରିବ ତାହା ଦେଖିବାକୁ ବାକି ରହିଲା# #ସୂଚନାନୁସାରେ........ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କାଦୁଅ ପଚପଚ ରାସ୍ତାରେ ପଶି ପାରିଲାନି ଆମ୍ବୁଲାନ୍ସ।୨କି.ମିରୁ ଉର୍ଦ୍ଧ୍ବ ରାସ୍ତା ଷ୍ଟ୍ରେଚରରେ ବୁହା ହେଲେ ରୋଗୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ଘୋଳମୁହାଁ ପଞ୍ଚାୟତର ଠେଙ୍ଗାତାଣ୍ଡି ଗ୍ରାମରେ। ସୂଚନାଯୋଗ୍ୟ ଗୁରୁବାର ପୂର୍ବାହ୍ନରେ ଠେଙ୍ଗାତାଣ୍ଡି ଗ୍ରାମର ୧ନଂ ଓ୍ବାର୍ଡର ୬୫ବର୍ଷ ବୟସ୍କ ବୃଦ୍ଧା ପାଉରା ହେମ୍ବ୍ରମ ଘର ଠାରୁ ଦୁଇ କିଲୋମିଟରରୁ ଉର୍ଦ୍ଧ୍ବ ଦୂରରେ ଥିବା ଗୁଳିଡିହି ଠାରେ କ୍ଷେତ୍ରରେ କାମ କରୁଥିବା ବେଳେ ହଠାତ ମୁଣ୍ଡ ବୁଲାଇବାରୁ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ସେଠାରେ କାମ କରୁଥିବା ଲୋକେ ଏହାଦେଖି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ଡାକ୍ତରଖାନା ନେବାପାଇଁ।ହେଲେ ଶୋଚନୀୟ ରାସ୍ତା ଯୋଗୁଁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରିନଥିଲା ଏବଂ ଠେଙ୍ଗାତାଣ୍ଡି ସ୍କୁଲ ପାଖରେ ଅଟକି ରହିଥିଲା। ତେବେ ଗୁଳିଡିହି ଠାରୁ ଠେଙ୍ଗାତାଣ୍ଡି ସ୍କୁଲ ପର୍ଯ୍ୟନ୍ତ ଦୀର୍ଘ ଦୁଇ କିଲୋମିଟରରୁ ଉର୍ଦ୍ଧ୍ବ କାଦୁଅ ପଚପଚ ଖାଲଖମା ବିପର୍ଯ୍ୟସ୍ତ ରାସ୍ତାରେ ଗୁରୁତର ରୋଗୀଙ୍କୁ ଲୋକେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହଯୋଗରେ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡ଼ିଥିଲା।ଯାହାକି ଆଦିବାସୀ ବହୁଳ ଏହି ଗାଁରେ ବିକାଶ ଅପହଞ୍ଚ ବୋଲି ଲୋକେ କହୁଥିବାବେଳେ ଦୀର୍ଘଦିନ ଧରି ଲୋକଙ୍କ ଦାବି ସତ୍ତ୍ୱେ ରାସ୍ତା ନିର୍ମାଣ ହେଉନଥିବା ଯୋଗୁଁ ଆଜି ଏଭଳି ଏକ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି। #ମୟୁରଭଞ୍ଜ #

Baripada Town, Mayurbhanj | Aug 1, 2026

#ଭିଜିଲାନ୍ସ ପଞ୍ଝାରେ ମ୍ୟାନେଜିଙ୍ଗ ଡାଇରେକ୍ଟର ହିମାଂଶୁ ଦାସ#
#ମୟୁରଭଞ୍ଜ #ଭିଜିଲାନ୍ସ

#ଭିଜିଲାନ୍ସ ପଞ୍ଝାରେ ମ୍ୟାନେଜିଙ୍ଗ ଡାଇରେକ୍ଟର ହିମାଂଶୁ ଦାସ# #ମୟୁରଭଞ୍ଜ #ଭିଜିଲାନ୍ସ

Baripada Town, Mayurbhanj | Jul 31, 2026

#ଦୁର୍ନୀତି ଗ୍ରସ୍ତ କନିଷ୍ଠ ଖଣି ଅଧୁକାରୀ ଭବାନୀ ଶଙ୍କର ପାତ୍ରଙ୍କ ଗିରଫ ଦାବିରେ ମୟୂରଭଞ୍ଜ ଜିଲ୍ଲାପାଳ ଅଫିସ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ
କଲା ପେସା କମିଟି, ଜିଲ୍ଲା ଯୁବ ସଂଗଠନ#

#ମୟୁରଭଞ୍ଜ #ବାରିପଦା

#ଦୁର୍ନୀତି ଗ୍ରସ୍ତ କନିଷ୍ଠ ଖଣି ଅଧୁକାରୀ ଭବାନୀ ଶଙ୍କର ପାତ୍ରଙ୍କ ଗିରଫ ଦାବିରେ ମୟୂରଭଞ୍ଜ ଜିଲ୍ଲାପାଳ ଅଫିସ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ କଲା ପେସା କମିଟି, ଜିଲ୍ଲା ଯୁବ ସଂଗଠନ# #ମୟୁରଭଞ୍ଜ #ବାରିପଦା

Baripada Town, Mayurbhanj | Jul 31, 2026

ଜନସାଧାରଣଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ବାରିପଦା ପୌରପାଳିକା ପକ୍ଷରୁ ରାସ୍ତାକଡରେ ଭୁଶୁଡି ପଡିଥିବା ସ୍ଥାନରେ ଦିଆଗଲା ବାଉଁଶ ବାଡ......

#ମୟୁରଭଞ୍ଜ #ବାରିପଦା #ବାରିପଦା_ପୌରପାଳିକା

ଜନସାଧାରଣଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ବାରିପଦା ପୌରପାଳିକା ପକ୍ଷରୁ ରାସ୍ତାକଡରେ ଭୁଶୁଡି ପଡିଥିବା ସ୍ଥାନରେ ଦିଆଗଲା ବାଉଁଶ ବାଡ...... #ମୟୁରଭଞ୍ଜ #ବାରିପଦା #ବାରିପଦା_ପୌରପାଳିକା

Baripada Town, Mayurbhanj | Jul 31, 2026

#ପବିତ୍ର "ଗୁରୁ ପୂର୍ଣ୍ଣିମା" ଅବସରରେ ପାଲିଙ୍କି ଯାତ୍ରା#
------------------------------------------
ବାରିପଦା ବାଘଡାରୋଦ ସ୍ଥିତ ଶିରିଡି ସାଇ ପରିବାର ତରଫରୁ ପବିତ୍ର "ଗୁରୁ ପୂର୍ଣ୍ଣିମା" ଅବସରରେ ପାଲିଙ୍କି ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ସକାଳେ ସାଇ ବାବାଙ୍କ ଆରତୀ ପୂଜା ଅର୍ଚ୍ଚନା ପରେ ବାବାଙ୍କ ୧୦୮ ନାମ ଜପ ସହିତ "ଶ୍ରୀଗୁରୁ ଭାଗବତ ସମୂହ ଗାନ କରାଯାଇଥିଲା I ସନ୍ଧ୍ୟାରେ ଶହ ଶହ ଭକ୍ତଙ୍କ ଗହଣରେ ବାବାଙ୍କ ପାଲିଙ୍କି ଯାତ୍ରା ବାହାରି ବାଘଡାରୋଦ ମୁଖ୍ୟ ରାସ୍ତା ଦେଇ ବସଷ୍ଟାଣ୍ଡ, କଚେରୀ ବଜାର, ଏମ କେ ସି ହାଇସ୍କୁଲ, ବାଣ୍ଠିଆ ଜଗନ୍ନାଥ ମନ୍ଦିର, ଜୁବୁଲି ଲାଇବ୍ରେରୀ, କାଳୀ ମନ୍ଦିର ସାହି ଅତିକ୍ରମ କରି ମୂଳ ଆସ୍ଥାନକୁ ଫେରିଆସିଥିଲା I ସମସ୍ତଙ୍କୁ ସାଇ ପରିବାର ତରଫରୁ ପ୍ରସାଦ ବଣ୍ଟନ କରାଯାଥିଲା I ଶିରିଡି ପରିବାରର ମୁଖ୍ୟ ଉଦ୍ୟୋକ୍ତା ଡାକ୍ତର ରାଧାକୃଷ୍ଣ ବିଶ୍ୱାଳ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପନ୍ନ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ I

#ପବିତ୍ର "ଗୁରୁ ପୂର୍ଣ୍ଣିମା" ଅବସରରେ ପାଲିଙ୍କି ଯାତ୍ରା# ------------------------------------------ ବାରିପଦା ବାଘଡାରୋଦ ସ୍ଥିତ ଶିରିଡି ସାଇ ପରିବାର ତରଫରୁ ପବିତ୍ର "ଗୁରୁ ପୂର୍ଣ୍ଣିମା" ଅବସରରେ ପାଲିଙ୍କି ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ସକାଳେ ସାଇ ବାବାଙ୍କ ଆରତୀ ପୂଜା ଅର୍ଚ୍ଚନା ପରେ ବାବାଙ୍କ ୧୦୮ ନାମ ଜପ ସହିତ "ଶ୍ରୀଗୁରୁ ଭାଗବତ ସମୂହ ଗାନ କରାଯାଇଥିଲା I ସନ୍ଧ୍ୟାରେ ଶହ ଶହ ଭକ୍ତଙ୍କ ଗହଣରେ ବାବାଙ୍କ ପାଲିଙ୍କି ଯାତ୍ରା ବାହାରି ବାଘଡାରୋଦ ମୁଖ୍ୟ ରାସ୍ତା ଦେଇ ବସଷ୍ଟାଣ୍ଡ, କଚେରୀ ବଜାର, ଏମ କେ ସି ହାଇସ୍କୁଲ, ବାଣ୍ଠିଆ ଜଗନ୍ନାଥ ମନ୍ଦିର, ଜୁବୁଲି ଲାଇବ୍ରେରୀ, କାଳୀ ମନ୍ଦିର ସାହି ଅତିକ୍ରମ କରି ମୂଳ ଆସ୍ଥାନକୁ ଫେରିଆସିଥିଲା I ସମସ୍ତଙ୍କୁ ସାଇ ପରିବାର ତରଫରୁ ପ୍ରସାଦ ବଣ୍ଟନ କରାଯାଥିଲା I ଶିରିଡି ପରିବାରର ମୁଖ୍ୟ ଉଦ୍ୟୋକ୍ତା ଡାକ୍ତର ରାଧାକୃଷ୍ଣ ବିଶ୍ୱାଳ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପନ୍ନ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ I

Baripada Town, Mayurbhanj | Jul 31, 2026

#ରାସ୍ତା କଡରେ ଓଲଟି ପଡିଲା ଘରୋଇ ବସ ମଧୁସ୍ମିତା# ଲଗାଣ ବର୍ଷାରେ ବାରିପଦା ସତ୍ୟସାଇ ଛକ ନିକଟ ଭଂଜେଶ୍ୱର ମନ୍ଦିର ନିକଟ ମୁଖ୍ୟ ରାସ୍ତା କଡରେ ହୋଇଥିବା ଗାଡୱାଲ ଭୁଶୁଡି ଯିବାରୁ ରାସ୍ତା କଡରେ ପର୍କିଙ୍ଗ ରେ ଛିଡା ହୋଇଥିବା ମଧୁସ୍ମିତା ନାମକ ଘରୋଇ ବସ ଟି ଓଲଟି ପଡିଥିବା ବେଳେ ଏଥିରେ ବସ୍‌ର ହେଲପର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନାମିଳିଛି। #ବାରିପଦା #ମୟୁରଭଞ୍ଜ - Baripada Town News