କଳାହାଣ୍ଡି: କଲମପୁରରେ ସମ୍ପନ୍ନ ହେଲା ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତା: ଜିତିଲେ ଘଣ୍ଟିଗୁଡା ଦଳ
Kalahandi, Kalahandi | Oct 18, 2026
କଲମପୁର ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ନବରାତ୍ର ଅବସରରେ ଆୟୋଜିତ ହୋଇଥିଲା ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତା। ଏଥିରେ ୮ଟି ଦଳ ଭାଗ ନେଇଥିବା ବେଳେ ଘଣ୍ଟିଗୁଡା ଦଳ ପ୍ରଥମ ସ୍ଥାନ ହାସଲ କରିଛି।